ପାକିସ୍ତାନ ଉପରେ ବର୍ଷିଲେ ଅସଦୁଦ୍ଦିନ ଓୱାଇସି, କହିଲେ ତୁମେ......

ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର । ଏହି ଘଟଣାକୁ ନେଇ ବଡ଼ ବଡ଼ ନେତା ମଧ୍ୟ ପ୍ରତିକ୍ରୟା ଦେଉଛନ୍ତି, ଆଉ ଏହା ମଧ୍ୟରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ଓୱାଇସି ପାକିସ୍ତାନକୁ କହିଥିଲେ ଯେ ତୁମେ ଭାରତଠାରୁ ଅଧା ଶତାବ୍ଦୀ ପଛରେ ଅଛ।

Pahalgam Attack ପରେ ସେ ପୁଣି ଥରେ ପାକିସ୍ତାନକୁ ସମାଲୋଚନା କରିଛନ୍ତି। ୱାକଫ ବିଲ ସମ୍ପର୍କରେ ରବିବାର ମହାରାଷ୍ଟ୍ରର ପରଭାନୀରେ ସେ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଏହି ସାଧାରଣ ସଭାରେ ସେ ପାକିସ୍ତାନ ଉପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Asaduddin Owaisi

ଅସଦୁଦ୍ଦିନ ଓୱାଇସି କହିଛନ୍ତି, 'ପାକିସ୍ତାନରେ ବସି ଯେଉଁମାନେ ବାଜେ କଥା କହୁଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ତୁମର ସମୟ ଭାରତଠାରୁ ଅଧ ଘଣ୍ଟା ପଛରେ ଅଛି, କିନ୍ତୁ ଅଧ ଘଣ୍ଟା ନୁହେଁ, ବରଂ ଭାରତଠାରୁ ଅଧା ଶତାବ୍ଦୀ ପଛରେ ଅଛି। ତୁମର ଦେଶର ବଜେଟ ଆମ ସାମରିକ ବଜେଟ ସହିତ ସମାନ ନୁହେଁ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+