ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରେ ଆଗୁଆ

Delhi Assembly Election 2025: ପୁଣି ଟ୍ରାକକୁ ଫେରୁଛି ଆପ । ଆମ ଆଦମୀ ପାର୍ଟିର ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନୂଆଦିଲ୍ଲୀ ବିଧାନସଭା ଆସନରୁ ୩୮୬ ଭୋଟରେ ଆଗୁଆ ଅଛନ୍ତି। କେଜରିୱାଲଙ୍କୁ ୧୦୨୯୪ ଭୋଟ ମିଳିଛି। ବିଜେପିର ପ୍ରବେଶ ସାହିବ ସିଂହଙ୍କୁ ୯୯୦୮ ଭୋଟ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତଙ୍କୁ ୧୬୮୪ ଭୋଟ ମିଳିଛି।

Delhi Assembly Election 2025

କାଲକାଜୀ ବିଧାନସଭା ଆସନରୁ ବିଜେପିର ରମେଶ ବିଧୁରୀ ଆଗୁଆ ଅଛନ୍ତି। ରମେଶ ବିଧୁରୀଙ୍କୁ ୧୨୪୯୪ ଭୋଟ ମିଳିଥିବା ବେଳେ ଆପ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ ୧୧୪୫୫ ଭୋଟ ମିଳିଛି। ଏହି ସମୟରେ କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବାଙ୍କୁ ୧୧୩୪ ଭୋଟ ମିଳିଛି।

ବିଜେପି ନେତା ଗୌରବ ଭାଟିଆ କହିଛନ୍ତି, "ଆମେ ଲୋକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛୁ। ଲୋକମାନେ ଏକ ସ୍ପଷ୍ଟ ଏବଂ ଦୃଢ଼ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ଏକ ଡବଲ ଇଞ୍ଜିନ୍ ସରକାର ଚାହାଁନ୍ତି । ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କ ଆଖି ଖୋଲି ଦେଇଛନ୍ତି। EVM, ପୋଲିସ, ନିର୍ବାଚନ କମିଶନକୁ ଦୋଷ ଦେବାର ଏହି ନକାରାତ୍ମକ ରାଜନୀତିର ଅନ୍ତ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+