Arvind Kejriwal News: ୧ ଏପ୍ରିଲ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

Arvind Kejriwal: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି । ୧ ଏପ୍ରିଲ ପର୍ଯ୍ୟନ୍ତ ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ତ ଅବଧି । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏହାକୁ ୧ ଏପ୍ରିଲ୍ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ପରବର୍ତ୍ତୀ ଶୁଣାଣି ୧ ଏପ୍ରିଲ ୨୦୨୪ ଦିନ ୨ଟାରେ କୋର୍ଟରେ ହାଜର କରାଯିବ ।

Arvind Kejriwal

ସେହିପରି କେଜ୍ରିୱାଲଙ୍କ ପକ୍ଷରୁ ଇଡି ରିମାଣ୍ତ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅନ୍ୟପଟେ ଇଡିର ଆବେଦନକୁ ମଞ୍ଜୁର ଦେଇ କୋର୍ଟ କ୍ରେଜ୍ରିୱାଲଙ୍କୁ ରିମାଣ୍ତ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି ।

ସେହିପରି କେଜ୍ରିୱାଲଙ୍କ ପକ୍ଷରୁ ଇଡି ରିମାଣ୍ତ ରଦ୍ଦ କରିବା ନେଇ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଅନ୍ୟପଟେ ଇଡିର ଆବେଦନକୁ ମଞ୍ଜୁର ଦେଇ କୋର୍ଟ କ୍ରେଜ୍ରିୱାଲଙ୍କୁ ରିମାଣ୍ତ ଅବଧି ଏପ୍ରିଲ୍ ୧ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ତେବେ କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରିଥିଲେ । ସେ କହିଥିଲେ, ଇଡି ମାଧ୍ୟମରେ ଆମ ଆଦମୀ ପାର୍ଟିକୁ ସମାପ୍ତ କରିବା ପାଇଁ ପ୍ରୟାସ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+