Get Updates
Get notified of breaking news, exclusive insights, and must-see stories!

Article 370: 'ଆଜିର ନିଷ୍ପତ୍ତି କେବଳ ଆଇନଗତ ନିଷ୍ପତ୍ତି ନୁହେଁ; ଏହା ଏକ ଆଶାର କିରଣ, ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଜ୍ଞା'

Article 370: ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବୈଧ ବୋଲି ଘୋଷଣା କରିବା ପରେ ଏହାକୁ ଐତିହାସିକ ନିଷ୍ପତ୍ତି ବୋଲି କହିଲେ ପ୍ରଧାନମନ୍ତ୍ରୀ ମୋଦି । ଟ୍ୱିଟ୍ କରି ମୋଦି କୋର୍ଟଙ୍କ ରାୟ ଜମ୍ମୁ-କାଶ୍ମୀରବାସୀଙ୍କ ପାଇଁ ପ୍ରଗତି ପଥ ଉନ୍ମୋଚନ କରିଛି ବୋଲି ।

Narendra Modi

ପ୍ରଧାନମନ୍ତ୍ରୀ ମୋଦି ଜାମ୍ମୁ କାଶ୍ମୀରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଟ୍ୱିଟ୍ କରି ଲେଖିଛନ୍ତି, ଅଗଷ୍ଟ ୫, ୨୦୧୯ରେ ସଂସଦରେ ନିଆଯାଇଥିବା ନିଷ୍ପତ୍ତିକୁ ଆଜି ସମ୍ବିଧାନିକ ନିଷ୍ପତ୍ତି ମିଳିଛି । ଏହା ଜମ୍ମୁ କାଶ୍ମୀର ଏବଂ ଲଦାଖବାସୀଙ୍କ ପାଇଁ ଆଶା, ପ୍ରଗତି ଏବଂ ଏକତାର ଏକ ମାଧ୍ୟମ ଏବଂ ଘୋଷଣାନାମା । ସୁପ୍ରିକୋର୍ଟ ଏହି ମହତ୍ୱପୂର୍ଣ୍ଣ ରାୟ ଦେଇ ଭାରତର ଏକତାକୁ ମଜବୁତ କରିଛି ।

ସେ ଆହୁରି କହିଛନ୍ତି, ଏହା ଏକ ଆଶାର କିରଣ ଏବଂ ଉଜ୍ୱଳ ଭବିଷ୍ୟତର ପ୍ରତିଜ୍ଞା ଏବଂ ଏକ ମଜବୁତ ନିର୍ମାଣ ପାଇଁ ଆମର ସାମୂହିକ ସଂକଳ୍ପର ପ୍ରମାଣ । ସମସ୍ତ ଲଦାଖ ଏବଂ ଜମ୍ମୁ କାଶ୍ମୀରବାସୀଙ୍କ ସ୍ୱପ୍ନ ପୂରଣ କରିବ ପାଇଁ ଆମର ପ୍ରତିବଦ୍ଧତା ନିରନ୍ତର ରହିବ । ସେହିପରି ଯେଉଁମାନେ ଧାରା ୩୭୦ କାରଣରୁ ପ୍ରଭାବିତ ହେଉଥିଲେ ସେମାନଙ୍କ ନିକଟରେ ମଧ୍ୟ ସମସ୍ତ ସହାଯ୍ୟ ସହଯୋଗ ପହଞ୍ଚିବ ଏନେଇ ଆମେ ପ୍ରତିଶ୍ରୁତି ଦେଉଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+