ରାଜୌରୀରେ ନିଜର ସର୍ଭିସ ରାଇଫଲରୁ ଅକସ୍ମାତ ଗୁଳି ଫୁଟି ଯବାନ ମୃତ
ଜାମ୍ମୁ-କାଶ୍ମୀରର ରାଜୌରୀ ଜିଲାରେ ନିଜର ସର୍ଭିସ ରାଇଫଲରୁ ଅକସ୍ମାତ ଗୁଳି ଫୁଟି ଜଣେ ଯବାନ ପ୍ରାଣ ହରାଇଥିବା ଜଣାପଡିଛି। ରାଜୌରୀ ସହରରୁ ୪୦ କିମି ଦୂର ସୋଲକି ଗ୍ରାମରେ ଥିବା ୫୪ ରାଷ୍ଟ୍ରୀୟ ରାଇଫଲ୍ସରେ ଏହି ଯବାନ ଜଣକ ସେଣ୍ଟ୍ରି ଭାବେ କାର୍ଯ୍ୟରତ ଥିଲେ।

ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ ସେନା ପକ୍ଷରୁ ବିଭାଗୀୟ ତଦନ୍ତ ନିର୍ଦେଶ ଦିଆଯାଇଛି।












Click it and Unblock the Notifications