ଜୁଲାଇ ୩୧ ସୁଦ୍ଧା ପଦ୍ମ ପୁରସ୍କାର ପାଇଁ ଆବେଦନ, ୱେବ୍‌ସାଇଟ୍‌ କରିପାରିବେ ଆବେଦନ ?

କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ପଦ୍ମ ପୁରସ୍କାର-୨୦୨୬ ନିମନ୍ତେ ଆଗ୍ରହୀ ପ୍ରାର୍ଥୀମାନେ ଚଳିତ ବର୍ଷ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ସେମାନଙ୍କ ମନୋନୟନ ପତ୍ର ଅନ୍ଲାଇନ୍ରେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିପାରିବେ । ଏ ସଂକ୍ରାନ୍ତ ସମସ୍ତ ତଥ୍ୟ ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ୱେବ୍ସାଇଟ୍ www.padmaawards.gov .in ରେ ଉପଲବ୍ଧ ।

Applications for Padma Awards

ଏତଦ୍ବ୍ୟତୀତ ଆଗ୍ରହୀ ପ୍ରାର୍ଥୀମାନେ ନିଜର ମନୋନୟନ ପତ୍ର ପ୍ରୋଫୋର୍ମା ଅନୁଯାୟୀ ଇଂରାଜୀ ଭାଷାରେ ପ୍ରସ୍ତୁତ କରି ଏହାର ସଫ୍ଟ କପି ଏମ୍ଏସ୍ ୱାର୍ଡ ଫର୍ମାଟ୍ରେ [email protected] ଠିକଣାରେ କେବଳ ଇ-ମେଲ୍ ମାଧ୍ୟମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଏହି ବିଜ୍ଞାପନ ପ୍ରକାଶନଠାରୁ ଜୁନ୍ ୧୬ ତାରିଖ ସୁଦ୍ଧା ପଠାଇପାରିବେ । ଇ-ମେଲ୍ ମାଧ୍ୟମରେ ହସ୍ତଗତ ହୋଇଥିବା ଏବଂ ପ୍ରଦତ୍ତ ପ୍ରୋଫୋର୍ମା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ମନୋନୟନ ପତ୍ରଗୁଡ଼ିକ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଇ ରାଜ୍ୟ ସରକାରଙ୍କ ଦ୍ୱାରା ସେମାନଙ୍କ ନାମ ପଦ୍ମ ପୁରସ୍କାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+