ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ପଞ୍ଜାବ ପୁଲିସ
- ପଞ୍ଜାବ ପୁଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ।ସେମାନଙ୍କ ନିକଟରୁ ଗୋଟିଏ ରକେଟ ଲଞ୍ଚର ସହ ଗ୍ରିନେଡ୍ ଜବତ କରାଯାଇଛି । ପଞ୍ଜାବରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା ହେଉଥିବା କଥା ପୁଲିସର ଗୁପ୍ତଚର ବିଭାଗକୁ ସୂଚନା ମିଳିଥିଲା । ଡ୍ରୋନ୍ ଯୋଗେ ପାକିସ୍ତାନରୁ ଏହି ରକେଟ୍ ଲଞ୍ଚର ଓ ଗ୍ରିନେଡ୍ ଆସିଥିବା କଥା ପଞ୍ଜାବ ପୁଲିସ ସୂଚନା ଦେଇଛନ୍ତି।

ମହକଦୀପ ସିଂ ଓ ଆଦିତ୍ୟ ନାମକ ଏହି ଦୁଇ ଆତଙ୍କବାଦୀ ପାକିସ୍ତାନର ଆଇଏସ୍ଆଇର ସମ୍ପର୍କରେ ଥିଲେ । ଭାରତରେ ଆତଙ୍କବାଦ ଆକ୍ରମଣ କରିବା ପାଇଁ ଏମାନେ ସହାୟତା ଯୋଗାଇ ଦେଉଥିଲେ । ଫିରୋଜପୁର ଜେଲ୍ରେ ଥିବା ଆଇଏସ୍ଆଇ ପ୍ରୋୟଜିତ ଆତଙ୍କବାଦୀ ହରପ୍ରୀତ୍ ସିଂ ସହ ଏମାନେ ବାରମ୍ବାର ସମ୍ପର୍କରେ ରହି ଆସୁଥିଲେ ।
More From
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications