ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି IED ବିସ୍ଫୋରଣ
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି IED ବିସ୍ଫୋରଣ । ପୃଥକ ପୃଥକ ଦୁଇଟି ସ୍ଥାନରେ IED ବିସ୍ଫୋରଣ। ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ ।

ଓଡ଼ିଶାର କେ. ବଲାଙ୍ଗ ଥାନା ରେଞ୍ଜଡ଼ା ରେଲୱେ ଟ୍ରାକ୍ରେ ବିସ୍ଫୋରଣ । କାଲି କରମପଦା-ରେଞ୍ଜଡ଼ା ମଝିରେ ବିସ୍ଫୋରଣ ଘଟିଥିଲା। IED ବିସ୍ଫୋରଣ ଘଟାଇ ରେଲୱେ ଟ୍ରାକ୍ ଉଡ଼ାଇଥିଲେ ମାଓବାଦୀ। ଜଣେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର ଆହତ ହୋଇଥିଲେ । କାଲିର ବିସ୍ଫୋରଣ ପରେ ବିମଳାଗଡ଼ ସେକ୍ସନ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବନ୍ଦ ଥିଲା ।












Click it and Unblock the Notifications