ମାର୍ଚ୍ଚ ୧୬ ତାରିଖରେ ହେବ ନିର୍ବାଚନ ତାରିଖ ଘୋଷଣା, ଅପରାହ୍ନ ୩ଟାରେ ଆରମ୍ଭ ହେବ ପ୍ରେସମିଟ୍

Lok Sabha Election 2024: ଲୋକସଭା ନିର୍ବାଚନ ୨୦୨୪ର ତାରିଖ ଆସନ୍ତା କାଲି ଅର୍ଥାତ୍ ୧୬ ମାର୍ଚ୍ଚ ୨୦୨୪ରେ ଘୋଷଣା କରାଯିବ । ଅପରାହ୍ନ ୩ଟାରେ ପ୍ରେସମିଟ୍ କରିବେ ନିର୍ବାଚନ କମିଶନ ଯେଉଁଠି ନିର୍ବାଚନ ତାରିଖ ଘୋଷଣା କରାଯିବା ନେଇ ସୂଚନା ରହିଛି । ଓଡ଼ିଶାରେ ମଧ୍ୟ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା କରାଯିବ । ତାରିଖ ଘୋଷଣା ସହ ଆସନ୍ତାକାଲିଠୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯିବ ।


ଆଜି ଏନେଇ ଇଲେକ୍ସନ କମିଶନ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଛନ୍ତି । ତେବେ ଆସନ୍ତା କାଲି ୨୦୨୪ ଲୋକସଭା ନିର୍ବାଚନ ତାରିଖ ସହ କିଛି ବିଧାନସଭା ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ । ଦିନ ୩ଟାରେ ତାରିଖ ଘୋଷଣା କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+