ଆନ୍ଧ୍ରପ୍ରଦେଶ ରେଳ ଦୁର୍ଘଟଣା: ବାତିଲ ହେଲା ଅନେକ ଟ୍ରେନ୍
Andhra Pradesh Train Derail: ବିଶାଖାପାଟଣା-ପଲାସା ପାସେଞ୍ଜର ଓ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଧକ୍କା । ଆନ୍ଧ୍ରର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି, ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି ।
ଏହି ଦୁର୍ଘଟଣା ପାଇଁ ଅନେକ ଟ୍ରେନ୍ ବାତିଲ ହୋଇଥିବା ବେଳେ ଅନେକ ଗାଡ଼ିର ସମୟ ଏବଂ ରୁଟ୍ ପରିବର୍ତ୍ତନ କରାଯାଇଛି । ପୂର୍ବତଟ ରେଲୱେ ସୁଚନା ଅନୁସାରେ, ୨ ଟି ଟ୍ରେନ୍ ବାତିଲ କରାଯାଇଛି, ୫ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି । ସେହିପରି ଦୁର୍ଘଟଣା ପରେ ହେଲପଲାଇନ୍ ନମ୍ବର ଜାରି କରା ପୂର୍ବତଟ ରେଳପଥ ।
ସୂଚନା ଅନୁସାରେ, 2ଟି ଟ୍ରେନ୍ ବାତିଲ ହୋଇଥିବା ବେଳେ 5ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି । ରାୟପୁର-ବିଶାଖାପାଟଣା ପାସେଞ୍ଜର୍ ଟ୍ରେନ୍ ବାତିଲ୍, ସେହିପରି ବିଶାଖାପଟଣାରୁ ଛାଡିବାକୁ ଥିବା ବିଶାଖାପାଟଣା-ରାୟପୁର ପାସେଞ୍ଜର ଟ୍ରେନ ବାତିଲ । ସେହିପରି ବରୁଣି-କୋଏମ୍ବଟୁର ସ୍ପେଶାଲ ଏକ୍ସପ୍ରେସ, ଟାଟା-ଏର୍ନାକୁଲମ୍ ଟ୍ରେନ୍, ଭୁବନେଶ୍ୱର-ଏସଭିଏମ ବେଙ୍ଗାଲୁରୁ ଦୁରୋନ୍ତ ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ କରାଯାଇଛି ।

ହେଲପଲାଇନ୍ ନମ୍ବର
ୱାଲଟର: ୦୮୯୧-୨୮୮୫୯୧୪
ବିଶାଖାପାଟଣା ରେଲୱେ ଷ୍ଟେସନ ପାଇଁ ହେଲ୍ପଲାଇନ୍ ନମ୍ୱର
ରେଲୱେ ନମ୍ୱର: ୮୩୦୦୩, ୮୩୦୦୪, ୮୩୦୦୫, ୮୩୦୦୬
ବିଏସଏନଏଲ୍ ଲ୍ୟାଣ୍ଡ ଲାଇନ ନମ୍ୱର: ୦୮୯୧୨୭୪୬୩୩୦; ୦୮୯୧୨୭୪୪୬୧୯
ଏୟାରଟେଲ୍: ୮୧୦୬୦୫୩୦୫୧; ୮୧୦୬୦୫୩୦୫୨
ବିଏସଏନଏଲ: ୮୫୦୦୦୪୧୬୭୦; ୮୫୦୦୦୪୧୬୭୧
ଭୁବନେଶ୍ୱର: ୯୬୭୪୨୩୦୧୬୨୫, ୨୩୦୧୫୨୫, ୨୩୦୩୦୬୯
ସୂଚନା ଯୋଗ୍ୟ, ବିଶାଖାପାଟଣା-ରାୟଗଡ଼ା ଆସୁଥିବା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଓ କଣ୍ଟକାପଲ୍ଲୀ ଷ୍ଟେସନ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ










Click it and Unblock the Notifications