ପୁଣି ଭାବପ୍ରବଣ ହେଲେ ଶିବରାଜ , ସେ କଣ କହିଲେ ଜାଣନ୍ତୁ

ଭୋପାଳ:ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ଦଳ ଶିବରାଜ ସିଂ ଚୌହାନଙ୍କ ଆସନକୁ ମୋହନ ଯାଦବଙ୍କୁ ଦେଇଛି ଦଳ । ନଭେମ୍ବର ୨୦୨୩ ରେ ବିଜେପିର ବିଜୟ ପରେ ବର୍ତ୍ତମାନ ରାଜ୍ୟ କମାଣ୍ଡ ସିଏମ ମୋହନ ଯାଦବଙ୍କ ହାତରେ । ଏହି ସମୟରେ, ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଭାବପ୍ରବଣ ହୋଇ କହିଥିଲେ ଯେ 'ରଜତିଲକ' କୁ ଅପେକ୍ଷା କରୁଥିବା ବେଳେ ଜଣେ ବ୍ୟକ୍ତି 'ବନବାସ'କୁ ଯାଆନ୍ତି ।

ସୁଚନାନୁସାରେ ଶିବରାଜ ସିଂ ଚୌହ୍ୱାନ ବୁଦ୍ଧନୀ୍‌ର ଶାହଗଞ୍ଜରେ ପହଞ୍ଚିଥିଲେ । ଆଉ ସେଠାରେ ଭାଜପା କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ ସ୍‌ଶିବରାଜ ନିରାଶ ହୋଇ କହିଛନ୍ତି ଜଣେ ମୁଖ୍ୟମନ୍ତ୍ରୀ ପଦ ପାଇପାରିବେ ଅବା ହରାଇ ପାରିବେ । କିନ୍ତୁ ମାତା ମାମୁଁ ଏବଂ ଭାଇଙ୍କ ପଦକୁ କେହି ଛଡ଼ାଇ ନେଇ ପାରିବେ ନାହିଁ । ଏଥି ସହିତ ସେ କହିଛନ୍ତି ଏଠି ରାଜ ତିଲକ ଅପେକ୍ଷା କରୁଥିବା ସମୟରେ ମଧ୍ୟ ବନବାସ ହୋଇଯାଏ ।

shivraj singh chouhan,

ମୁଁ ଏହାକୁ ଅତି ଗମ୍ଭୀରତାର ସହ କହୁଛି, ମୁଁ ତୁମକୁ କେବେବି ଛାଡିବି ନାହିଁ । ସେ ପ୍ରଶ୍ନ କରିଛନ୍ତି ଏଭଳି ଛୋଟ ପିଲାମାନେ କେବେ ବି ସଭାକୁ ଆସନ୍ତି କି, ସେମାନେ ନିଜ ମାମୁଁଙ୍କ ପାଇଁ ଆସିଛନ୍ତି । ଭଉଣୀମାନଙ୍କ ଯୋଜନା ମଧ୍ୟ ଜାରି ରହିବ ଏବଂ ଜ୍ୱାଇଁ ଏବଂ ଭଣଜାମାନଙ୍କ କଲ୍ୟାଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଗରିବ କିମ୍ବା କୃଷକ ହୁଅନ୍ତୁ, ଆମେ ଯାହା କହିଛୁ ତାହା ସେମାନଙ୍କ ପାଇଁ କରିବୁ ।

ଶିବରାଜ ସିଂ କହିଛନ୍ତି, ବ୍ୟସ୍ତ ହୁଅ ନାହିଁ, ମୋ ଜୀବନ ତୁମ ପାଇଁ, ଜନସାଧାରଣଙ୍କ ପାଇଁ, ମୋ ଭଉଣୀମାନଙ୍କ ପାଇଁ, ମୋ ପୁଅ ଏବଂ ଝିଇମାନଙ୍କ ପାଇଁ । ମୁଁ ଏହି ପୃଥିବୀକୁ ଆସିଛି ଯାହା ଦ୍ୱାରା ମୁଁ ତୁମ ଜୀବନରେ କୌଣସି ଅସୁବିଧା ରହିବାକୁ ଦେବି ନାହିଁ । ଆଉ ମୁଁ ତୁମ୍ଭ ମାନଙ୍କୁ ଛାଡି କୌଣସି ସ୍ଥାନକୁ ଯିବି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+