ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ନକ୍ସଲ , ୮ ନକ୍ସଲ ନିପାତ, ଜଣେ ଯବାନ୍ ସହିଦ୍

ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ଏନକାଉଣ୍ଟରରେ ୮ ନକ୍ସଲ ନିପାତ ହୋଇଥିବାବେଳେ ଜଣେ ଯବାନ୍ ସହିଦ ହୋଇଛନ୍ତି । ଅନ୍ୟ ଦୁଇ ଯବାନ୍ ଆହତ ହୋଇଛନ୍ତି ।

Naxals

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ୧୨ ତାରିଖରୁ ଅବୁଝମାଡରେ ଥିବା କୁତୁଲ, ଫରସବେଡା, କୋଡତାମେଟା ଗାଁ ନିକଟ ଜଙ୍ଗଲରେ ମାଓ ଦମନ ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ନାରାୟଣପୁର- କୋଣ୍ଡାଗାଁଓ- କାଙ୍କେର-ଦାନ୍ତେୱାଡା ଜିଲ୍ଲାର ଡିଆରଜି, ସ୍ୱତନ୍ତ୍ର ସୁରକ୍ଷା ବଳ, ଓ ଆଇଟିବିପିର ଯବାନ ସାମିଲ ହୋଇଥିଲେ ।

ଆଜି ସକାଳୁ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଜୋରଦାର ହୋଇଥିବାବେଳେ ୮ ନକ୍ସଲଙ୍କୁ ଧରାଶାୟୀ କରିଥିଲେ ଯବାନ । ହେଲେ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+