Anant-Radhika Wedding: ଅନନ୍ତଙ୍କ ହାତ ଧରିଲେ ରାଧିକା, ସମ୍ପନ୍ନ ହେଲା ଅମ୍ବାନି ପରିବାରର ବିବାହ ଉତ୍ସବ

Anant-Radhika Wedding: ଅନନ୍ତଙ୍କ ହାତ ଧରିଲେ ରାଧିକା, ସମ୍ପନ୍ନ ହେଲା ଅମ୍ବାନି ପରିବାରର ବିବାହ ଉତ୍ସବ । ୧୨ ଜୁଲାଇ ବିଳମ୍ବିତ ରାତିରେ ମୁମ୍ବାଇର ଜିଓ ସେଣ୍ଟରରେ ରାଧିକା-ଅନନ୍ତଙ୍କ ବିବାହ ବେଶ୍ ଧୂମଧାମରେ ଶେଷ ହୋଇଛି । ଅମ୍ବାନୀ ପରିବାରର ଏହି ବିବାହକୁ ଦୁନିଆର ସବୁଠୁ ବ୍ୟୟ ବହୁଳ ବାହାଘର ବୋଲି କୁହାଯାଉଛି ।

Anant-Radhika Wedding

ରାଧିକା ମର୍ଚ୍ଚାଣ୍ଟ ବର୍ତ୍ତମାନ ଅମ୍ବାନୀ ପରିବାରର ସାନ ବୋହୂ । ବିବାହ ଉତ୍ସବରେ ବଲିଉଡ-ହଲିଉଡ ସେଲିବ୍ରିଟିଙ୍କ ଜବରଦସ୍ତ ଡ୍ୟାନ୍ସ ଚାରଚାନ୍ଦ ଲଗାଇଥିଲା । ସେହିପରି ଅନନ୍ତ-ରାଧିକା ପରସ୍ପର ସହ ବେଶ୍ ଖୁସ୍ ନଜର ଆସୁଥିଲେ । ଦୁହେଁ ମଧ୍ୟ ଏକାଠି ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖିବା ପାଇଁ ମିଳିଥିଲା ।

ବିବାହ ଶେଷ ହୋଇଛି ବର୍ତ୍ତମାନ ଆଶୀର୍ବାଦ ସମାରୋହ ୧୩ ଜୁଲାଇରେ ଏବଂ ୧୪ ଜୁଲାଇରେ ଗ୍ରାଣ୍ଡ୍ ରିସେପ୍ସନ୍ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଏହି ବିବାହକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଏହି ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ବିଦେଶୀ ଅନେକ ତାରକାମାନେ ମଧ୍ୟ ଯୋଗ ଦେଇଥିଲେ ।

kim kardashian, ଜନ୍ ସିନା ଏହା ବ୍ୟତୀତ ପୁରା ବଲିଉଡକୁ ଏହି ବିବାହ ପାଇଁ ନିମନ୍ତ୍ରଣ କରାଯାଇଥିଲା । ସଲମାନ ଖାନ, ଶାହାରୁଖ ଖାନ, ଆମୀର ଖାନ ଏବଂ ଅମିତାଭ ବଚ୍ଚନଙ୍କ ଭଳି ଷ୍ଟାରମାନେ ମଧ୍ୟ ବିବାହ ଯୋଗ ଦେଇଥିଲେ । ମୁକେଶ ଅମ୍ବାନୀଙ୍କ ଘରର ଏହି ବିଳାସପୂର୍ଣ୍ଣ ବିବାହ ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହିଆସିଛି । ସୋସିଆସ ମିଡିଆରେ ଟ୍ରେଣ୍ତରେ ରହିଥିବା ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+