ଅପୂର୍ବ ଘଟଣା, ମରୁଭୂମିରେ ସୃଷ୍ଟି ହେଲା ବନ୍ୟା

ମୋରୋକୋର ସାହାରା ମରୁଭୂମିରେ ଗ୍ରୀଷ୍ମ ଋତୁ ଶେଷ ହେବାକୁ ଯାଉଥିବା ବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ଯାହା ଫଳରେ ଶୁଷ୍କ ମରୁଭୂମି ମଧ୍ୟରେ ନୀଳ ଜଳର ହ୍ରଦ ସୃଷ୍ଟି ହୋଇଛି। ନାସା ପକ୍ଷରୁ ଏହାର ଫଟୋ ଜାରି କରାଯାଇଛି। ଏକ ବିରଳ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି। ଦକ୍ଷିଣ ପୂର୍ବ ମୋରୋକୋର ଏହି ମରୁଭୂମି ଦୁନିଆର ସବୁଠାରୁ ଶୁଷ୍କ ସ୍ଥାନ ଏବଂ ଗ୍ରୀଷ୍ମ ଋତୁରେ କ୍ୱଚିତ ବର୍ଷା ହୁଏ।

Sahara desert floods

ମୋରୋକୋ ସରକାର କହିଛନ୍ତି ଯେ ସେପ୍ଟେମ୍ବରରେ ଅନେକ ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ବାର୍ଷିକ ହାରାହାରି ଠାରୁ ଅଧିକ ବର୍ଷା ହୋଇଛି। ତେବେ ହାରାହାରି ବାର୍ଷିକ ବୃଷ୍ଟିପାତ ୨୫୦ ମିମିରୁ କମ ଅଟେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+