Get Updates
Get notified of breaking news, exclusive insights, and must-see stories!

ଆସନ୍ତା ମାସ ୩ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଅମୃତ ଉଦ୍ୟାନ

ରାଷ୍ଟ୍ରପତି ଭବନ ପରିସରରେ ଥିବା ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଆସନ୍ତା ମାସ ୩ ତାରିଖରୁ ମାର୍ଚ୍ଚମାସ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଅମୃତ ଉଦ୍ୟାନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଦର୍ଶକମାନେ ଅପରାହ୍ନ ୫ଟା ୧୫ ମିନିଟ୍‍ ସୁଦ୍ଧା ଉଦ୍ୟାନକୁ ପ୍ରବେଶ କରିପାରିବେ ।

amrit udyan

ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ସୋମବାର ଉଦ୍ୟାନ ବନ୍ଦ ରହିବ । ମାର୍ଚ୍ଚ ୪ ତାରିଖ ଦିନ ହୋଲି ପାଇଁ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ୟାନ ବନ୍ଦ ରହିବ । ଦର୍ଶକମାନଙ୍କ ପାଇଁ ଉଦ୍ୟନକୁ ନିଃଶୁଳ୍କ ପ୍ରବେଶ ବ୍ୟବସ୍ଥା କରାଯାଇଛି । ତେବେ ଦର୍ଶକମାନଙ୍କୁ ଏଥିପାଇଁ ଅନ୍‍ଲାଇନ୍‍ ମାଧ୍ୟମରେ ବା ୩୫ ନମ୍ବର ପ୍ରବେଶଦ୍ୱାର ନିକଟରେ ଥିବା କାଉଣ୍ଟରରୁ ଟିକେଟ୍‍ ସଂଗ୍ରହ କରିବାକୁ ପଡ଼ିବ । ଉଦ୍ୟାନ ମଧ୍ୟକୁ ମୋବାଇଲ୍‍ ଫୋନ୍‍,ହାତବ୍ୟାଗ୍‍, ଶିଶୁମାନଙ୍କ ଖାଦ୍ୟ, ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ଜିନିଷ ନେବା ଉପରେ କଟକଣା ଲଗାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+