ଗାନ୍ଧିନଗର ଆସନରୁ ରେକର୍ଡ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Amit Shah Win Gandhinagar Seat: ଲୋକସଭା ନିର୍ବାଚନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରେକର୍ଡ କରିଛନ୍ତି । ଗାନ୍ଧିନଗର ଆସନରୁ ସେ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । କ୍ରମାଗତ ତୃତୀୟ ଥର ପାଇଁ ସେ ଏହି ଆସନରୁ ସାଂସଦ ହେବାକୁ ଯାଉଛନ୍ତି । ଭୋଟ ଗଣତି ଆରମ୍ଭରୁ ଶାହ ଆଗରେ ଥିଲେ । କଂଗ୍ରେସ ପ୍ରାର୍ଥୀ ସୋନାଲ ପଟେଲଙ୍କୁ ହରାଇ ସେ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

Amit Shah Win Gandhinagar Seat
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+