Get Updates
Get notified of breaking news, exclusive insights, and must-see stories!

ରାହୁଲଙ୍କୁ ଅମିତ ଶାହଙ୍କ ଟାର୍ଗେଟ

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । "ଇଟାଲି ଚଷମା କାଢ଼ିଲେ ରାହୁଲ 8 ବର୍ଷର ବିକାଶ ଦେଖିପାରିବେ" ରବିବାର ଅରୁଣାଚଳ ପ୍ରଦେଶର ଏକ ସମାରୋହରେ ରାହୁଲଙ୍କୁ କଟାକ୍ଷ କରି ଏପରି କହିଛନ୍ତି ଅମିତ ଶାହ ।

ଇଟାନଗର: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । "ଇଟାଲି ଚଷମା କାଢ଼ିଲେ ରାହୁଲ 8 ବର୍ଷର ବିକାଶ ଦେଖିପାରିବେ" ରବିବାର ଅରୁଣାଚଳ ପ୍ରଦେଶର ଏକ ସମାରୋହରେ ରାହୁଲଙ୍କୁ କଟାକ୍ଷ କରି ଏପରି କହିଛନ୍ତି ଅମିତ ଶାହ ।

amit shah

ସେ କହିଛନ୍ତି, "କେତେକ କଂଗ୍ରେସ ବନ୍ଧୁମାନେ ପଚାରିଛନ୍ତି, ଗତ 8 ବର୍ଷ ଭିତରେ ମୋଦି ସରକାର କଣ କରିଛନ୍ତି ? କିନ୍ତୁ ଅରୁଣାଚଳର ନାଗରିକମାନେ କୁହନ୍ତୁ, ଯିଏ ଆଖି ବନ୍ଦ କରି ଚେଇଁଥାଏ ସେ କିଭଳି ବିକାଶ ଦେଖିପାରିବ । କଂଗ୍ରେସର କିଛି ଲୋକ ଆଖି ବନ୍ଦ କରି ବିକାଶ ଦେଖିବାକୁ ଚେଷ୍ଟା କରୁଛନ୍ତି ।" ରାହୁଲ ବାବା, ଦେଶର ବିକାଶ ଦେଖାଯାଉନଥିବାର କାରଣ ହେଉଛି ଇଟାଲିର ଚଷମା । ''

ନିଜ ଆଖି ଖୋଲ ଏବଂ ଭାରତୀୟ ଚଷମା ପିନ୍ଧ । ଏହାପରେ 8 ବର୍ଷର ବିକାଶ ଦେଖିବାକୁ ସମର୍ଥ ହେବେ । ଗତ 50 ବର୍ଷ ମଧ୍ୟରେ ଅରୁଣାଚଳ ପ୍ରଦେଶରେ ଯାହା ହୋଇପାରିନାହିଁ ତାହା ମୋଦି ଓ ପେମା ଖାଣ୍ଡୁ କରିଦେଖାଇବେ ବୋଲି ଅମିତ ଶାହ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+