ନକ୍ସଲଙ୍କ ବିରୋଧରେ ଆର୍ପାର୍ ଲଢ଼େଇ ପାଇଁ ଅମିତ ଶାହଙ୍କ ଆହ୍ବାନ:୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ କହିଲେ
ନକ୍ସଲଙ୍କ ବିରୋଧରେ ଆର୍ପାର୍ ଲଢ଼େଇ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆହ୍ବାନ । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନକ୍ସଲ ମୁକ୍ତ ହେବ କହିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ । ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ନକ୍ସଲବାଦ ସବୁଠୁ ବିପଦ । ବିଗତ ୪ ଦଶନ୍ଧିରେ ନକ୍ସଲବାଦ ପାଇଁ ୧୭ ହଜାର ଲୋକ ମରିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହାକୁ ଚ୍ୟାଲେଞ୍ଜ୍ ଭାବେ ନେଇଥିଲୁ । ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ବାନ ଦେଇଥିଲୁ ବୋଲି ସେ କହିଛନ୍ତି ।













Click it and Unblock the Notifications