Get Updates
Get notified of breaking news, exclusive insights, and must-see stories!

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି । ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ଜାହାଜ ଚଳାଚଳକୁ ନେଇ ବଢ଼ିଲା ଆଶା । କେବଳ ଶତ୍ରୁରାଷ୍ଟ୍ର ଆମେରିକା, ଇସ୍ରାଏଲ ଓ ୟୁରୋପ ଲାଗି ହର୍ମୁଜ ପ୍ରଣାଳୀ ବନ୍ଦ କରାଯାଇଛି ବୋଲି ସ୍ପଷ୍ଟ କିରଛି ଇରାନ୍ । ବିଶ୍ୱ ବାଣିଜ୍ୟ ଓ ତୈଳ ଯୋଗାଣର ପ୍ରମୁଖ ମାଧ୍ୟମ ହର୍ମୁଜ ପ୍ରଣାଳୀକୁ ନେଇ ଇରାନର 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍' ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛି, ଯାହା ଭାରତ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ।
ଭାରତ ପାଇଁ 'ହର୍ମୁଜ୍' ଖୋଲା !

Strait of Hormuz
- ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଛି ଇରାନ୍
- କୌଣସି ଜାହାଜ କଟକଣା ନମାନିଲେ ଧ୍ୱଂସ କରିଦିଆଯିବ ବୋଲି ଚେତାବନୀ
- ହର୍ମୁଜ୍ ଉଭୟ ପଟେ ସମୁଦ୍ରରେ ଅଟକି ରହିଛି ୩୬ଟି ଭାରତୀୟ ଜାହାଜ
- ୨୪ଟି ପଶ୍ଚିମରେ ଓ ୧୨ଟି ଜାହାଜ ପୂର୍ବରେ ଅଟକି ରହିଥିବା ସୂଚନା
- କଟକଣା ପରେ ୨୩ ହଜାର ଭାରତୀୟ ନାବିକ ମଝି ସମୁଦ୍ରରେ ଫସିଛନ୍ତି
- ଆଜି ଭାରତୀୟ ଜାହାଜ ଚଳାଚଳକୁ ନେଇ ସବୁଜ ସଙ୍କେତ ଦେଇଛି ଇରାନ
- ଏହି ସାମୁଦ୍ରିକ ପଥ କେବଳ ଶତ୍ରୁରାଷ୍ଟ୍ର ଗୁଡ଼ିକ ପାଇଁ ବନ୍ଦ ରଖାଯାଇଛି
- ଆମେରିକା, ଇସ୍ରାଏଲ, ୟୁରୋପ ପାଇଁ ବନ୍ଦ ରହିଛି ହର୍ମୁଜ ପ୍ରଣାଳୀ
- ସେମାନଙ୍କର ପାଶ୍ଚାତ୍ୟ ସହଯୋଗୀ ରାଷ୍ଟ୍ରମାନଙ୍କ ପାଇଁ ମଧ୍ୟ ବନ୍ଦ ରହିଛି
- ଭାରତ ଭଳି ବନ୍ଧୁ ରାଷ୍ଟ୍ରମାନଙ୍କର ଜାହାଜ ଚଳାଚଳ ନେଇ ବଢ଼ିଲା ଆଶା
- ତୈଳବାହୀ ଓ ମାଲବାହୀ ଜାହାଜ ବିନା ବାଧାରେ ଯାତାୟାତ କରିପାରିବ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+