ଟ୍ବିଟର କର୍ମଚାରୀଙ୍କ ମାସ ରେଜିଗନେଶନ ପରେ ନୂଆ ପଲିସି ଆଣିଲେ ମସ୍କ

ଏଲୋନ ମସ୍କ ଟ୍ବିଟର କିଣିବା ପରେ ପ୍ରତିଦିନ ନୂଆନୂଆ ନିଷ୍ପତ୍ତି ନେଇଥିବା ଦେଖା ଯାଇଛି। କିନ୍ତୁ ତାଙ୍କର ଏଭଳି ନିଷ୍ପତ୍ତି ଯୋଗୁଁ ଟୁଇଟର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି।

ନୂଆଦିଲ୍ଲୀ: ଏଲୋନ ମସ୍କ ଟ୍ବିଟର କିଣିବା ପରେ ପ୍ରତିଦିନ ନୂଆନୂଆ ନିଷ୍ପତ୍ତି ନେଇଥିବା ଦେଖା ଯାଇଛି। କିନ୍ତୁ ତାଙ୍କର ଏଭଳି ନିଷ୍ପତ୍ତି ଯୋଗୁଁ ଟୁଇଟର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ଏହଭିତରେ ମସ୍କ ଟୁଇଟରର ନୂତନ ପଲିସି ନେଇ ଘୋଷଣା କରିଛନ୍ତି।

musk

ଏଲନ ମସ୍କ ଏନେଇ ଟ୍ବିଟ୍ କରିବା ସହିତ କହିଛନ୍ତି, ଏଣିକି ଟୁଇଟରରେ ନେଗେଟିଭ ଟ୍ବିଟ୍ କିମ୍ବା କୌଣସି ବିଜ୍ଞାପନ କିମ୍ବା ଏଥିରୁ କୌଣସି ଆୟ ହେବ ନାହିଁ। କେବଳ ଏତିକି ନୁହେଁ ନେଗେଟିଭ ଟ୍ବିଟରେ ଆପଣଙ୍କୁ ସେ ପଯ୍ୟନ୍ତ ଦେଖାଯିବ ନାହିଁ। ଆପଣ ତାହାକୁ ବିଶେଷ ଭାବରେ ଖୋଜି ନାହାନ୍ତି, ସେ ପର୍ଯ୍ୟନ୍ତ ଏଭଳି ରହିବ ବୋଲି ଜଣାପଡିବା।

କ୍ୟାଥି ଗ୍ରିଫିନ, ଜର୍ଡାନ ବେବିଲନ ଆକାଉଣ୍ଟ ପୁଣି ଥରେ କାର୍ଯ୍ୟକ୍ଷମ କରାଯାଉଛି। ଏହିଙ୍କ ଆକାଉଣ୍ଟକୁ ପୁନଃକାର୍ଯ୍ୟକ୍ଷମ କରାଯାଇଥିବା ନେଇ ସେ କହିଛନ୍ତି। ଏହା ସହ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି। ଏହା ପୂର୍ବରୁ ଏଲନ ମସ୍କ କହିଥିଲେ ଯେ ସୋସିଆଲ ମିଡିଆ କମ୍ପାନୀ ଭବିଷ୍ୟତକୁ ନେଇ ଚିନ୍ତିତ ନୁହେଁ କାରଣ ସର୍ବଶ୍ରେଷ୍ଠ ଲୋକମାନେ କମ୍ପାନୀ ସହ ଯୋଡ଼ି ହୋଇ ରହିଛନ୍ତି।

ଏହି ସମୟରେ, ଚାକିରି ହ୍ରାସ, ସାମୁହିକ ବିଦାୟ ଏବଂ ଟ୍ୱିଟର ସାଧାରଣ ଭାବରେ କାର୍ଯ୍ୟ ଜାରି ରଖିବାକୁ ସକ୍ଷମ ହେବ କି ନାହିଁ ସେ ବିଷୟରେ ପ୍ରଶ୍ନ ମଧ୍ୟରେ, ମସ୍କ କହିଛନ୍ତି ଯେ ପ୍ଲାଟଫର୍ମ ବ୍ୟବହାରରେ "ଅନ୍ୟ ସର୍ବକାଳୀନ ଉଚ୍ଚତା" କୁ ଆଘାତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+