ଆମେଠିରୁ ହାରିଲେ ସ୍ମୃତି ଇରାନୀ

Amethi Election Results 2024: ପୁଣି ଉତ୍ତର ପ୍ରେଦଶର ଆମେଠିରୁ ବାଜି ମାତ କରିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ୧ ଲକ୍ଷ ଭୋଟରେ ସୃତି ଇରାନୀଙ୍କୁ ପରାଜିତ କରିଛନ୍ତି । ଯାହା ପରେ ଉତ୍ତର ପ୍ରଦେଶରେ ବିଜେପିକୁ ଏକ ଝଟକା ଲାଗିଛି । ୨୦୨୪ ଲୋକସଭା ନିର୍ବାଚନରେ ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ହେଲେ ଶେଷରେ କଂଗ୍ରେସ ସିପାହୀ କେଏଲ ଶର୍ମା ବିଜୟ ଲାଭ କରିଛନ୍ତି ।

Amethi Election Results 2024

ଗୋଟିଏ ପଟେ ଇଣ୍ଡିଆ ଆଲାଇନ୍ସର କଂଗ୍ରେସ ପାର୍ଟି ପ୍ରାର୍ଥୀ କିଶୋରୀ ଲାଲ ଶର୍ମା 5,36,492 ଭୋଟ୍ ପାଇଥିବା ବେଳେ ଅନ୍ୟପକ୍ଷରେ ସ୍ମୃତି ଇରାନୀ ମାତ୍ର 3,70,470 ଭୋଟ୍ ପାଇଛନ୍ତି। ତୃତୀୟ ସ୍ଥାନରେ ବାହୁଜନ ସମାଜବାଦୀ ପାର୍ଟି 34,408 ଭୋଟ୍ ପାଇଛି।

ମେଠି ଜିଲ୍ଲାର 178 ତିଲୋଇ ବିଧାନସଭା ଠାରୁ କଂଗ୍ରେସ ଦଳ 1 ଲକ୍ଷ 1405 ଭୋଟ୍, ବିଜେପି 83,287 ଭୋଟ୍ ଏବଂ ବିଏସପି 5077 ଭୋଟ୍ ପାଇଛି। ତେଣୁ କଂଗ୍ରେସ ଦଳ ତିଲୋଇ ବିଧାନସଭା ଠାରୁ 18,118 ଭୋଟରେ ଜିତିଛି । 181 ବିଧାନସଭା ନିର୍ବାଚନମଣ୍ଡଳୀ ସାଲନରେ, ଭାରତୀୟ ଜାତୀୟ କଂଗ୍ରେସ 1,19,370 ଭୋଟ୍ ପାଇଥିବାବେଳେ ଭାରତୀୟ ଜନତା ପାର୍ଟି 6,70,52 ଭୋଟ୍ ପାଇଛି, ବାହୁଜନ ସମାଜବାଡି ପାର୍ଟି 4489 ଭୋଟ୍ ପାଇଛି, ତେଣୁ ଏଠାରେ ମଧ୍ୟ ଭାରତୀୟ ଜନତା ଦଳ 52 ହଜାର 318 ଭୋଟ୍ ସହିତ ନିର୍ବାଚନରେ ହାରିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+