Get Updates
Get notified of breaking news, exclusive insights, and must-see stories!

Amazon Great Indian Festival Sale 2024: କାଲିଠୁ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ୍, ପ୍ରାଇମ ମେମ୍ବରଙ୍କ ପାଇଁ...

Amazon Great Indian Festival Sale 2024: ଯଦି ଆପଣ ମଧ୍ୟ ଡିସ୍‌କାଉଣ୍ଟ ଅଫରରେ ବିଭିନ୍ନ ପ୍ରକାରର ଜିନିଷ କିଣିବା ପାଇଁ ଆମାଜନ ସେଲ୍‌କୁ ଅପେକ୍ଷା କରିଛନ୍ତି । ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି । ଆମାଜନ ଗ୍ରାହକଙ୍କ ପାଇଁ ଗ୍ରେଟ୍ ଫ୍ରିଡମ୍ ସେଲ୍‌ ଆଣିଛି ଏହି ଅଫର । ଆମାଜନ ଦ୍ୱାରା ଏହି ଅପ୍‌କମିଂ ସେଲ୍‌ର ଡେଟ୍‌ ମଧ୍ୟ ଘୋଷଣା କରାଯାଇଛି । ତେବେ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ ସେଲ୍‌ ଅଗଷ୍ଟ ୬ରୁ ଆରମ୍ଭ ହେବାକୁ ଯାଉଛି ।

ତେବେ ଆମାଜନ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ ସେଲ୍‌ ଅଗଷ୍ଟ ୬ ଦିନ ୧୨ ଟାରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଯଦି ଆପଣ ଜଣେ ପ୍ରାଇମ୍‌ ମେମ୍ବର, ତେବେ ଆପଣ ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ରାତି ୧୨ଟାରୁ ସେଲ୍‌ର ଲାଭ ପାଇପାରିବେ । ଏହି ସେଲ୍‌ରେ ଆମାଜନ ଗ୍ରାହକଙ୍କୁ ସ୍ମାର୍ଟଫୋନ୍ ଏବଂ ଆସେସୋରିଜ୍ ଉପରେ ୪୦% ପର୍ଯ୍ୟନ୍ତ ବମ୍ପର ଡିସ୍‌କାଉଣ୍ଟ ଅଫର ଦେବ ।

Amazon Great Indian Festival Sale 2024

ଏହି ସ୍ମାର୍ଟଫୋନରେ ମିଳିବ ହେବି ଡିସ୍‌କାଉଣ୍ଟ :
ସେହି ସବୁ ମଧ୍ୟରୁ କିଛି ଅଫର ବିଷୟରେ କହିବାକୁ ଗଲେ, OnePlus Nord CE4 Lite 5G, OnePlus Nord 4 5G, OnePlus 12R, OnePlus Nord CE4 ଏବଂ OnePlus 12 ପରି ଦମ୍‌ଦାର ପ୍ରିମିୟମ୍ ଫୋନରେ ବମ୍ପର ଡିସ୍‌କାଉଣ୍ଟ ଦେଖିବାକୁ ମିଳିପାରେ । ସେହିପରି ଆପଣ ଟାବଲେଟରେ ୬୫% ଏବଂ ହେଡଫୋନ୍ ଉପରେ ୭୫% ଡିସ୍‌କାଉଣ୍ଟ ପାଇପାରିବେ ।

ଯଦି ଆପଣ ସେଲ୍‌ ଅଫରରେ କୌଣସି ଘର ଉପକରଣ କିଣିବାକୁ ଚାହୁଁଛନ୍ତି, ତେବେ ୱାଶିଂ ମେସିନରେ ଆପଣ ୬୦%, ରେଫ୍ରିଜରେଟରରେ ୫୫%, ଏୟାର କଣ୍ଡିସନର ୫୫% ଏବଂ ମାଇକ୍ରୋୱେଭରେ ୬୫% ପର୍ଯ୍ୟନ୍ତ ବମ୍ପର ଡିସ୍‌କାଉଣ୍ଟ ପାଇପାରିବେ । ଆମାଜନ୍ ଗ୍ରାହକମାନଙ୍କୁ ସେଲ୍‌ରେ ନୂଆ ଲଞ୍ଚ ଘରୋଇ ଉପକରଣ ଉପରେ ୫୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମିଳିପାରେ ।

ଆଇଫୋନ୍ ଏବଂ ସାମସଙ୍ଗ ପ୍ରିମିୟମ୍ ଫୋନରେ ବହୁତ ଭଲ ଅଫର୍ :
ଯଦି ଆପଣ ଏକ ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିଭାଲ୍ ସେଲ୍‌ରେ ଆମାଜନ ଆଇଫୋନ୍ ଉପରେ ବମ୍ପର ଡିସ୍‌କାଉଣ୍ଟ ଦେବାକୁ ଯାଉଛି । ତେବେ ଅପ୍‌କମିଂ ସେଲ୍‌ରେ ଆପଣ ଆଇଫୋନରେ ୪୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇପାରିବେ । ଏହା ବ୍ୟତୀତ ଆଇଫୋନ୍ ୧୩ ରେ ସବୁଠାରୁ ବଡ ଡିସ୍‌କାଉଣ୍ଟ କରାଯାଇପାରେ । ସେହିପରି ଅପକମିଂ ସେଲ୍‌ରେ ଆପଣ ସାମସଙ୍ଗର ପ୍ରିମିୟମ୍ ସିରିଜ୍ ଗାଲାକ୍ସି S21 ଏବଂ ଗାଲାକ୍ସି S22 ଉପରେ ମଧ୍ୟ ବମ୍ପର ଡିସ୍‌କାଉଣ୍ଟ ପାଇବାକୁ ଯାଉଛନ୍ତି ।

ସ୍ମାର୍ଟ ଟିଭିରେ ବମ୍ପର ଡିସ୍‌କାଉଣ୍ଟ :
ଯଦି ଆପଣ ନିଜ ଘର ପାଇଁ ଏକ ନୂଆ ସ୍ମାର୍ଟ ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ । ଗ୍ରେଡ୍ ଫ୍ରିଡମ୍ ସେଲ୍‌ରେ ପପୁଲାର ବ୍ରାଣ୍ଡ୍ ଜିଆଓମିର ସ୍ମାର୍ଟ ଟିଭିରେ ଆମାଜନ ବଡ ଡିସ୍‌କାଉଣ୍ଟ ଦେବାକୁ ଯାଉଛି । ଏହି ସେଲ୍‌ରେ, ଆପଣ ଜିଆଓମିର ସ୍ମାର୍ଟ ଟିଭିରେ ୪୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇପାରିବେ । ଯଦି ଆପଣ ସୋନି ବ୍ରାଣ୍ଡ ଟିଭି କିଣିବାକୁ ଚାହୁଁଛନ୍ତି, ତେବେ ଆପଣ ଏଥିରେ ୪୫% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇପାରିବେ । ଆମାଜନ TCL ବ୍ରାଣ୍ଡ ଉପରେ ୬୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ହେବ ବୋଲି ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+