ଫେବ୍ରୁଆରୀ ୧ ତାରିଖରୁ ବଦଳିଯିବ ଏହି ସମସ୍ତ ନିୟମ

New Rules from 1st February 2025: ଆସନ୍ତାକାଲି ଆଉ ଏକ ନୂଆ ମାସ ଆରମ୍ଭ ହେବାକୁ ଯାଉଛି । ବର୍ଷର ଦ୍ଵିତୀୟ ମାସ ଫେବ୍ରୁଆରୀ ମାସରୁ ଅନେକ ନିୟମ ବଦଳି ଯିବ । କାରଣ ପ୍ରତି ମାସର ପ୍ରଥମ ତାରିଖରେ ଅନେକ ପରିବର୍ତ୍ତନ ହୋଇଥାଏ । କିଛି ଲୋକ ଏହି ପରିବର୍ତ୍ତନ ବିଷୟରେ ଜାଣି ପାରନ୍ତି ଯେଉଁଥି ପାଇଁ ତାଙ୍କୁ ସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଏବଂ ମୋଟା ଅଙ୍କର ଜରିମାନା ମଧ୍ୟ ଭରିବା ପାଇଁ ପଡିଥାଏ । LPG ସିଲିଣ୍ଡରର ମୂଲ୍ୟ ଠାରୁ ଆରମ୍ଭ କରି UPI Payର ମଧ୍ୟ ନିୟମ ପରିବର୍ତ୍ତନ ହେବାକୁ ଯାଉଛି ।

LPG ସିଲିଣ୍ଡର ମୂଲ୍ୟ: ପ୍ରତି ମାସର ପ୍ରଥମ ତାରିଖରେ LPG ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ ହୋଇଥାଏ । ମୂଲ୍ୟ ସମୀକ୍ଷା କରାଯିବ ପରେ ନୂତନ ଦର ଜାରି କରାଯାଇଥାଏ । ୧ ଫେବୃଆରୀରେ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ଜାନୁଆରୀ ୧ ତାରିଖରେ ମଧ୍ୟ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିଲା । ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ ପାଇଥିଲା । ତେବେ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା।

New Rules from 1st February 2025

ଫେବୃଆରୀ ୧ ରୁ, UPI କାରବାରର କରିବାର ନିୟମ ବଦଳିଯିବ । ନୂତନ ନିୟମ ଅନୁଯାୟୀ, କୌଣସି UPI ପେମେଣ୍ଟ ଆପ୍ ଟ୍ରାଞ୍ଜାକ୍ସନ ID ତିଆରି କରିବା ପାଇଁ @, $, &, # ଭଳି ବିଶେଷ ଅକ୍ଷର ବ୍ୟବହାର କରିପାରିବ ନାହିଁ, ଯଦି ଆପଣ ମଧ୍ୟ ଏପରି ଅକ୍ଷର ବ୍ୟବହାର କରିଛନ୍ତି ତେବେ କେନ୍ଦ୍ରୀୟ ବ୍ୟବସ୍ଥା ୧ ଫେବୃଆରୀରୁ ଏହାକୁ ଗ୍ରହଣ କରାଯିବ ନାହିଁ ତୁରନ୍ତ ଏହାକୁ ପରିବର୍ତ୍ତନ କରି ନିଅନ୍ତୁ ।

କୋଟାକ୍ ମହିନ୍ଦ୍ରାର ଗ୍ରାହକମାନଙ୍କ ପାଇଁ ଏହି ପରିବର୍ତ୍ତନଗୁଡ଼ିକ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଏଟିଏମ୍ କାରବାର ଏବଂ କ୍ରେଡିଟ୍ କାର୍ଡର ନିୟମରେ କିଛି ପରିବର୍ତ୍ତନ କରିଛି, ଯାହା ଫେବୃଆରୀ ୧ ରୁ ଲାଗୁ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+