ଆଜିଠାରୁ ଲାଗୁ ହୋଇପାରେ ଏହି ସବୁ ନୂଆ ନିୟମ, ଜାଣନ୍ତୁ କଣ ପକାଇବ ପ୍ରଭାବ

ଆଜଠୁ ଲାଗୁହେବ ନୂଆ ନିୟମ । ଡିସେମ୍ୱର ପହିଲାରୁ ନୂଆ ନିମୟ ଲାଗୁ ହେବାକୁ ଯାଉଛି । ରନ୍ଧନ ଗ୍ୟାସ୍ ଦର ଏବଂ ବିମାନ ଯାତ୍ରା ଖର୍ଚ୍ଚ ବଦଳିପାରେ । ସରକାରୀ କର୍ମଚାରୀ, କରଦାତା ଓ ପେନସନଭୋଗୀ ପ୍ରଭାବିତ ହୋଇପାରନ୍ତି । ପ୍ରତିମାସରେ ଧାର୍ଯ୍ୟ କରାଯାଉଥିବା ରନ୍ଧନ ଗ୍ୟାସର ମୂଲ୍ୟ ଡିସେମ୍ବର ମାସରେ ବଦଳିବ । ଏହା ଅଧିକ ବା କମ୍ ହୋଇପାରେ । ଇପିଏଫ୍‌ ନିୟମରେ ପରିବର୍ତ୍ତନ । ନ୍ୟାସନାଲ ପେନସନ୍‌ ସ୍କିମ - ଏନପିଏସରୁ ୟୁନିଫାଏଡ୍ ପେନସନ୍‌ ସ୍କିମ ବା ୟୁପିଏସ୍କୁ ସ୍ଥାନାନ୍ତରର ଶେଷ ତାରିଖ ଥିଲା ନଭେମ୍ବର ୩୦। ଏହା ପରେ ୟୁପିଏସ୍ ଆଉ ସ୍ଥାନାନ୍ତର ହୋଇପାରିବ ନାହିଁ ।

new rules

ପେନସନଭୋଗୀଙ୍କ ପାଇଁ ଜୀବିତ ପ୍ରମାଣପତ୍ର ଆଉ ଗ୍ରହଣ କରାଯିବ ନାହିଁ । ପେନସନ ପାଇବାରେ ସମସ୍ୟା ସୃଷ୍ଟି ହୋଇପାରେ । କର ସମ୍ବନ୍ଧୀୟ ଫର୍ମ ଦାଖଲର ଶେଷ ତାରିଖ ନଭେମ୍ବର ୩୦ ଥିଲା । ଏହାପରେ ଦାଖଲ ହୋଇପାରିବ ନାହିଁ। ଫର୍ମ ଦାଖଲ କରି ନଥିଲେ ଦଣ୍ଡ ବା ନୋଟିସ୍ ଜାରି ହୋଇପାରେ । ଡିସେମ୍ବର ୧ ତାରିଖରୁ ବିମାନ ଟର୍ବାଇନ୍ ଇନ୍ଧନ ଦରରେ ପରିବର୍ତ୍ତନ ହୋଇପାରେ । ମୂଲ୍ୟ ବୃଦ୍ଧି ହେଲେ ବିମାନ ଟିକେଟ୍ ମହଙ୍ଗା ହେବ। ପିଏନଜି ଓ ସିଏନଜି ବଦଳିବା ସମ୍ଭାବନା ଅଛି ।

ଆଜିଠୁ ନୂଆ ନିୟମ
ରନ୍ଧନ ଗ୍ୟାସ୍ ଦରରେ ସଂଶୋଧନ
ଏଲ୍‌ପିଜି ଓ କମର୍ସିଆଲ୍ ସିଲିଣ୍ଡର ଦରରେ ପରିବର୍ତ୍ତନ
୧୯ କେଜି କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡର ୧୦ ଟଙ୍କା କମିବ
ଆଧାର କାର୍ଡ ଅପ୍‌ଡେଟ୍‌ କରିବା ହେବ ସହଜ
ଅନ୍‌ଲାଇନ୍‌ରେ ସହଜରେ ନାମ, ଠିକଣା, ମୋବାଇଲ୍‌ ନମ୍ବର ପରିବର୍ତ୍ତନ କରିହେବ
ଅନେକ ରାଜ୍ୟରେ ଟ୍ରାଫିକ୍‌ ନିୟମରେ ପରିବର୍ତ୍ତନ
ଅନ୍‌ଲାଇନ୍ ଚାଲାଣ ସହ ଲାଗୁ ହେବ ଅତିରିକ୍ତ ପ୍ରୋସେସିଂ ଫିସ୍
ପିୟୁସି ପ୍ରମାଣପତ୍ର ନଥିଲେ ଭରିବାକୁ ପଡ଼ିବ ଅତିରିକ୍ତ ତଣ୍ଡ
ଇପିଏଫ୍‌ଓ ନିୟମରେ ବି ସଂଶୋଧନ
ୟୁଏଏନ୍-କେୱାଇସି ଲିଙ୍କ୍‌, ଇ-ନୋମିନେସନ୍, ମାସିକ ପେନ୍‌ସନ୍‌ ନିୟମରେ ପରିବର୍ତ୍ତନ
ନୋମିନେସନ୍ କରିନଥିବା କର୍ମଚାରୀଙ୍କୁ ଟଙ୍କା ଉଠାଣରେ ହୋଇପାରେ ସମସ୍ୟା
ବଦଳିବ ବିମାନ ଭଡ଼ା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+