Delhi Air Pollution: nbsp;ପ୍ରବଳ ପ୍ରଦୂଷଣ ପାଇଁ ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରହିବ ଏବଂ ଅନଲାଇନ୍ ପାଠପଢା ଯିବ । ସେହିପରି ଦିଲ୍ଲୀ ୟୁନିର୍ଭସିଟିରେ ମଧ୍ୟ ଅନଲାଇନରେ ହେବ ପଠାପଢା ।