Alamgir Alam Arrested: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିରଙ୍କୁ ଝଟକା, ୬ ଦିନ ପାଇଁ ଗଲେ ରିମାଣ୍ତରେ

Alamgir Alam Arrested: ଅର୍ଥ ହେରଫେର ମାମଲାରେ କଂଗ୍ରେସ ନେତା ତଥା ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଅଲାମଙ୍କୁ ଲାଗିଲା ବଡ଼ ଝଟକା । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା ଆଜି କୋର୍ଟ କଂଗ୍ରେସ ନେତାଙ୍କୁ ୬ ଦିନ ପାଇଁ ରିମାଣ୍ତରେ ପଠାଯାଇଛି ।

Alamgir Alam Arrested

ତାଙ୍କ ସହାୟକଙ୍କ ଘରୁ ନଗଦ ଟଙ୍କା ଜବତ ହେବା ପରେ ବୁଧବାର ଇଡି ଆଲାମଗିର ଆଲାମଙ୍କୁ ଗିରଫ କରିଥିଲା । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ତାଙ୍କୁ ରିମାଣ୍ଡରେ ନେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ମେ ୬ ତାରିଖରେ ଇଡି ଆଲାମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ କୁମାର ଲାଲ ଏବଂ ଘରୋଇ ସହାୟକ ଜାହାଙ୍ଗୀର ଆଲାମ (42) ଙ୍କ ଘରେ ଚଢାଉ କରିଥିଲା ।

ଯେଉଁ ଥିରେ ୩୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା ଇଡି । ସେହିପରି ଏହି ଘଟଣା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଥିଲେ ଆଲାମଗିର ଆଲାମ । ସଞ୍ଜୀବ କୁମାର ଲାଲଙ୍କ କାର୍ଯ୍ୟକଳାପ ବିଷୟରେ ମୁଁ ଜାଣେ ନାହିଁ ବୋଲି ମଧ୍ୟ ସେ ଦାବି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+