Get Updates
Get notified of breaking news, exclusive insights, and must-see stories!

ଶେଷ ହେଲା ଅକଙ୍କ କଷା ; ନୀତିଶ ମୁଖ୍ୟମନ୍ତ୍ରୀ, ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ

ବିହାରରେ ନୂତନ ସରକାର ଗଠନ ପ୍ରକ୍ରିୟା ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ଏନଡିଏ ବିଧାୟକ ଦଳ ନେତା ଭାବେ ନୀତିଶ କୁମାର ନିର୍ବାଚିତ ହେବ ପରେ ବିଜେପି ବିଧାୟକ ଦଳର ନେତା ଭାବେ ସମ୍ରାଟ ଚୌଧୁରୀ ଓ ଉପନେତା ଭାବେ ବିଜଯ ସିହ୍ନା ନିର୍ବାଚିତ ହୋଇଛନ୍ତି ।

Chief Minister

ସେଇଭଳି ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ପୁଣି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କୁ ଭେଟି ଇସ୍ତଫା ଦେବେ ନୀତିଶ । ୨୦ ତାରିଖରେ ଉଭୟ ନୀତିଶ , ସମ୍ରାଟ ଓ ବିଜଯ ଶପଥ ନେବେ । ବୈଠକରେ ନୂଆ ସରକାର ମନ୍ତ୍ରିମଣ୍ଡଳ ଉପରେ ମଧ୍ୟ ଚଦନ୍ତ ନିଷ୍ପତ୍ତି ନିଆଯିବ ବୋଳି ସୂଚନା ନିଆ ଯାଇଛି । ଏନଡିଏ ବିଧାୟକ ଦଳ ବୈଠକ ଏବେ ମଧ୍ୟ ଚାଲିଥିବା ସୂଚନା ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅର୍ଜୁନ ରାମ ମେଘୱାଲ, ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବିଜେପି ନେତା ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ ବିନୋଦ ତାୱଡେ ବିଧାୟକ ଦଳ ବୈଠକରେ ଉପସ୍ଥିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+