କଂଗ୍ରେସକୁ ଅଖିଳେଶ ଦେଲେ ୧୧ ଲୋକସଭା ଆସନ

Lok Sabha Election 2024: କଂଗ୍ରେସକୁ ଅଖିଳେଶଙ୍କ ଭେଟି । ୟୁପିରେ ଆସନ ସମ୍ପର୍କରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇଛି। ଇଣ୍ତିଆ ମେଣ୍ଟର ସହଯୋଗୀ ଦଳ ସମାଦବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ଏବୟ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି । ଯାହା ପରେ ଅଖିଳେଶ ଯାଦବ ଘୋଷଣା କରିଛନ୍ତି, ଉତ୍ତରପ୍ରଦେଶ ରାଷ୍ଟ୍ରୀୟ ଲୋକଦଳ ୭ଟି ଆସନରେ ଲଢିବା ସହ ସମାଦବାଦୀ ପାର୍ଟି କଂଗ୍ରେସକୁ ୧୧ଟି ଆସନ ଦେବ । ଏନେଇ କଂଗ୍ରେସ ସହ ଆଲୋଚନା ହୋଇ ସାରିଛି ବୋଲି ଅଖିଳେଶ କହିଛନ୍ତି ।

 Congress,

ଅଖିଳେଶ ଯାଦବ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କଂଗ୍ରେସ ଆସନ ବାଣ୍ଟିବାକୁ ବଡ଼ ଘୋଷଣା କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'କଂଗ୍ରେସ ସହିତ ଆମେ ଗଠବନ୍ଧନର ଆରମ୍ଭ ୧୧ଟି ଶକ୍ତିଶାଳୀ ଆସନ ସହ ହେବା ପାଇଁ ଯାଉଛି । ବିଜୟର ସମୀକରଣ ସହିତ ଏହି ଧାରା ଆଗକୁ ବଢିବ । ଇଣ୍ତିଆର ଟିମ୍ ଏବଂ ପିଡିଏର ରାଜନୀତି ଇତିହାସ ବଦଳିବା ପାଇଁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+