ଚିନ୍ତା ପଢ଼ାଇଲା ବାୟୁ ପ୍ରଦୂଷଣ ; ଦିଲ୍ଲୀ ପରେ ହରିୟାଣାରେ ସ୍କୁଲ ଛୁଟି ଘୋଷଣା କଲେ ସରକାର

ରାଜଧାନୀ ଦିଲ୍ଲୀରେ ସାଙ୍ଘାତିକ ହେଉଛି ବାୟୁ ପ୍ରଦ୍ୟୁଷଣ । ଆଜି ମଧ୍ୟ AQI ୪୦୦ ଉପରେ ରହିଛି । ଖାଲି ଦିଲ୍ଲୀ ନୁହେଁ ହରିୟାଣାର ଅନେକ ଜିଲ୍ଲାରେ ବାୟୁ ପ୍ରଦ୍ୟୁଷଣ ବିପଦଜନକ ସ୍ଥିତିରେ ରହିଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଅନେକ ଜିଲ୍ଲାର ପ୍ରାଇମେରୀ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Air pollution

ହରିୟାଣାର ଗୁରୁଗ୍ରାମ, ରୋହତକ, ସୋନିପତ ଏବଂ ଇଜ୍ଜର ଜିଲ୍ଲାରେ ବାୟୁ ପ୍ରଦ୍ୟୂଷଣ ଯୋଗୁ ସ୍କୁଲ ବନ୍ଦ ରହିଛି । ତେବେ ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ସ୍କୁଲ ବନ୍ଦ ହେବା ଦ୍ୱାରା ପିଲାଙ୍କ ପାଠପଢାରେ କିଛି ପ୍ରଭାବ ପଡିବ ନାହିଁ । କାରଣ ଅନଲାଇନ୍ ପାଠପଢା ହେବା ନେଇ ସରାକର କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+