ଦିଲ୍ଲୀରେ ବଢ଼ି ଚାଲିଛି ବାୟୁ ପ୍ରଦୂଷଣ, ନେକ ସ୍ଥାନରେ ୪୦୦ ପାର୍ କଲା ଏକ୍ୟୁଆଇ

ବିଷବଳୟ ପାଲଟିଛି ଦିଲ୍ଲୀ । ପୁଣିଥରେ ବିଷାକ୍ତ ବାୟୁ ବଳୟରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ । ବାୟୁର ମାନ ଶନିବାର ସାଂଘାତିକ ରୂପ ନେବା ପରେ ଅଧିକ କଟକଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ସହରର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଟପିଛି । ଅଲୀପୁରରେ ୪୧୭, ଆଇଟିଓରେ ୪୦୮, ନେହରୁ ନଗରରେ ୪୦୭, ପଟପଡଗଂଜରେ ୪୦୩ ଏବଂ ପଞ୍ଜାବ ବାଗରେ ୪୦୪ ରହିଛି ।

Air pollution c

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଆଜି ଦିଲ୍ଲୀ-ଏନସିଆର୍ ଓ ନିକଟବର୍ତ୍ତୀ ଅଞ୍ଚଳ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ଘନ ଧୂଆଁ କୁହୁଡ଼ି ରହିଥିଲା ଏବଂ ଅନେକ ସ୍ଥାନରେ ଖରାପରୁ ଅତ୍ୟନ୍ତ ଖରାପ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରିପୋର୍ଟ କରାଯାଇଥିଲା ।

ରାଜଧାନୀରେ କ୍ଷେତ୍ର ନୋଏଡାରେ ୩୫୪, ଗ୍ରେଟର ନୋଏଡାରେ ୩୩୬ ଏବଂ ଗାଜିଆବାଦରେ ୩୩୯ ଏକ୍ୟୁଆଇ ରହିଛି। ଏହିସବୁ ଅଞ୍ଚଳରେ ବାୟୁ ଗୁଣବତ୍ତା ସ୍ତର ବହୁତ ଖରାପ ରହିଛି । ରାଜଧାନୀ ସବୁଠାରୁ ଅଧିକ ପ୍ରଦୂଷିତ ସହର ଶୀର୍ଷ ସ୍ଥାନରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+