ଏୟାର ଇଣ୍ତିଆ ଉପରେ ଲାଗିଲା ୯୦ ଲକ୍ଷ ଟଙ୍କାର ଫାଇନ୍
Air India: ଏୟାର ଇଣ୍ତିଆ ଉପରେ ଲାଗିଲା ୯୦ ଲକ୍ଷ ଟଙ୍କାର ଫାଇନ୍ । ବିମାନ ଚଳାଚଳ ନିୟନ୍ତ୍ରକ DGCA ଏୟାର ଇଣ୍ତିଆ ଉପରେ ଜରିମାନା ଲଗାଇଛି । ଡିଜିସିଏ କହିଛି ଯେ ଏୟାର ଇଣ୍ଡିଆ ଯୋଗ୍ୟତା ହାସଲ କରିନଥିବା କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରିଥିଲା । ଏଥି ସହିତ ଏୟାର ଇଣ୍ତିଆର ଅପରେସନ୍ ଡାଇରେକ୍ଟର ଏବଂ ଟ୍ରେନିଂ ଡାଇରେକ୍ଟରଙ୍କ ଉପରେ ମଧ୍ୟ ଫାଇନ୍ ଲଗାଯାଇଛି । ଉଭୟଙ୍କ ଉପରେ ୬ ଲକ୍ଷ ଏବଂ ୩ ଲକ୍ଷ ଟଙ୍କାର ଫାଇନ ପକାଯାଇଥିବା ନେଇ ସୂଚନା ରହିଛି ।













Click it and Unblock the Notifications