ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ ; ବିମାନରେ ଏକାଧିକ ସାଂସଦଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ

ଚେନ୍ନାଇରେ ଏୟାର ଇଣ୍ଡିଆ ବିମାନର ଏମରଜେନ୍ସି ଲ୍ୟାଣ୍ଡିଂ । ଥିରୁଅନନ୍ତପୁରମ୍‌ରୁ ଦିଲ୍ଲୀ ଯାଉଥିବା ବିମାନର ଜରୁରୀ ଅବତରଣ।
ଯାନ୍ତ୍ରିକ ତ୍ରୁଟି ଓ ଖରାପ ପାଗ ଯୋଗୁଁ ଚେନ୍ନାଇରେ ଅବତରଣ । ବିମାନରେ ଏକାଧିକ ସାଂସଦଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ ।

Air India flight makes emergency landing in Chennai
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+