ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ, ଇଥିଓପିଆ ଜ୍ୱାଳାମୁଖୀ ବିସ୍ଫୋରଣ, ଭାରତର ଅନେକ ରାଜ୍ୟ ପ୍ରଭାବିତ

ଏୟାର ଇଣ୍ଡିଆର ୧୧ଟି ବିମାନ ବାତିଲ କରାଯାଇଛି। ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଏୟାର ଇଣ୍ଡିଆ ଏପରି ବଡ଼ ନିଷ୍ପତ୍ତି ନେଇଛି। ୨୪ ଓ ୨୫ ତାରିଖରେ ମୋଟ୍‌ ୧୧ଟି ବିମାନ ବାତିଲ କରିଛି ଏୟାର ଇଣ୍ଡିଆ । AI 106- ନ୍ୟୁୟର୍କ-ଦିଲ୍ଲୀ, AI 102- ନ୍ୟୁୟର୍କ (JFK) ଦିଲ୍ଲୀ ବିମାନ ବାତିଲ ହୋଇଥିବାବେଳେ AI 2204- ଦୁବାଇ-ହାଇଦ୍ରାବାଦ,

air india

AI 2290- ଦୋହା-ମୁମ୍ବାଇ ବିମାନ ବାତିଲ ହୋଇଛି। ସେହିପରି AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ ବିମାନ ବାତିଲ ହୋଇଛି। AI 2822- ଚେନ୍ନାଇ-ମୁମ୍ବାଇ, AI 2466- ହାଇଦ୍ରାବାଦ-ଦିଲ୍ଲୀ ବିମାନ ବାତିଲ। -AI 2444/2445- ମୁମ୍ବାଇ-ହାଇଦ୍ରାବାଦ-ମୁମ୍ବାଇ ବିମାନ ବାତିଲ କରାଯାଇଥିବାବେଳେ AI 2471/2472- ମୁମ୍ବାଇ-କୋଲକାତା-ମୁମ୍ବାଇ ବିମାନ ମଧ୍ୟ ବାତିଲ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+