ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନା ଯୁଦ୍ଧ ବିମାନ

MP Air Force Jet Crashed: ମଧ୍ୟପ୍ରଦେଶର ଶିବପୁରୀର ନରୱାର ଅଞ୍ଚଳରେ ଗୁରୁବାର ଦିନ ବାୟୁସେନା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଉଭୟ ପାଇଲଟ ସୁରକ୍ଷିତ ଅଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ । ସୂଚନା ଅନୁସାର, ବାୟୁସେନାରେ ମିରଜା-୨୦୦୦ ଟ୍ରେନର ବୀମାନ ଦୁର୍ଘଟଣାଗ୍ରସ୍ଥ ହୋଇଛି ।

MP Air Force Jet Crashed

ପ୍ରକୃତରେ, ଗୁରୁବାର ଶିବପୁରୀ ନିକଟରେ ଏକ ଯୁଗ୍ମ-ସିଟ୍ ମିରାଜ ୨୦୦୦ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ଏକ ନିୟମିତ ତାଲିମ ଉଡ଼ାଣରେ ଥିଲା। ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+