Get Updates
Get notified of breaking news, exclusive insights, and must-see stories!

ମେଡିକାଲ୍‍ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଏମସ୍‍ ବିଶ୍ୱ ସ୍ତରରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିପାରିଛି:ରାଷ୍ଟ୍ରପତି

ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ମେଡିକାଲ୍‍ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଅଖିଳ ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ - ଏମସ୍‍ ବିଶ୍ୱ ସ୍ତରରେ ଏକ ସମ୍ମାନଜନକ ସ୍ଥାନ ହାସଲ କରିପାରିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ଆଜି ନୂଆଦିଲ୍ଲୀ ସ୍ଥିତ ଏମସ୍‍ର ୪୯ତମ ସମାବର୍ତ୍ତନ ଉତ୍ସବରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି । ଶ୍ରୀମତୀ ମୁର୍ମୁ କହିଛନ୍ତି, ଏଠାକୁ ଚିକିତ୍ସା ଲାଗି ଆସୁଥିବା ଲକ୍ଷ ଲକ୍ଷ ରୋଗୀଙ୍କ ଲାଗି ଏମସ୍‍ ଆଶାର ପ୍ରତୀକ ଭାବେ ଉଭା ହୋଇଛି ।

aiims hospital

ରୋଗୀମାନଙ୍କ ପ୍ରତି ନିଜର ପ୍ରତିଶ୍ରୁତିବଦ୍ଧତାକୁ ନିଷ୍ଠାର ସହ ପାଳନ କରିଆସିଥିବାରୁ ଗତ ୬୯ ବର୍ଷ ଧରି ଏମସ୍‍ ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ପ୍ରତିଷ୍ଠାନରେ ସବୁ ବର୍ଗର ରୋଗୀଙ୍କୁ ଉଭୟ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ସେବା କରିଥାନ୍ତି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+