ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ AIADMK-BJP ମେଣ୍ଟ
ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ AIADMK-BJP ମେଣ୍ଟ । ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ମିଶି ଲଢ଼ିବେ । ଚେନ୍ନାଇରେ ଘୋଷଣା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପାଲାନିସ୍ବାମୀଙ୍କ ନେତୃତ୍ବରେ ଲଢ଼ି ସଂଖ୍ୟା ଗରିଷ୍ଠତା ହାସଲ କରିବୁ ।













Click it and Unblock the Notifications