ବସକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୬ ଜୀବନ

ଗୁଜରାଟ : ଗୁଜରାଟର ଆନନ୍ଦ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅହମଦାବାଦ-ବଡୋଦରା ଏକ୍ସପ୍ରେସ ୱେରେ ଟାୟାର ପମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବସକୁ ଏକ ଟ୍ରକ୍ ପିଟିବାରୁ ୬ ଜୀବନ ଚାଲି ଯାଇଛି । ଏହି ଦୁର୍ଘଟଣାରେ ୮ ବସ୍ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛ ।

Ahmedabad-Vadodara Expressway Accident

ସୁଚନାନୁସାରେ ଆଜି ଭୋର ପ୍ରାୟ ୪ଟା ସମୟରେ ଟାୟାର ପମ୍ପଚର ହେବାରୁ ଗାଡିଟି ରାସ୍ତାକଡରେ ଛିଡା ହୋଇଥିଲା । ଏତିକିବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବସ୍‌ଟିକୁ ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୬ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ୮ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ଖବର ପାଇଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+