ସ୍ବାଧୀନତା ଦିବସ ପୂର୍ବରୁ ଦୁଃଖଦ ବିଭାଜନ ଦିନକୁ ମନେ ପକାଇଲେ ମୋଦି
ସ୍ବାଧୀନତା ଦିବସ ପୂର୍ବରୁ ଦୁଃଖଦ ବିଭାଜନ ଦିନକୁ ମନେ ପକାଇଲେ ମୋଦି । ଦେଶର ବିଭାଜନ ଏକ ଦୁଃଖଦ ଅଧ୍ୟାୟ କହିଲେ ପ୍ରଧାନମନ୍ତ୍ରୀ ମୋଦି । ଅନେକ ଲୋକ ଦେଶର ବିଭାଜନର ଗଭୀର କଷ୍ଟ ସହିଛନ୍ତି ।
ଏହା ପୀଡ଼ିତାଙ୍କ ସାହସକୁ ସମ୍ମାନ ଦେବାର ଦିନ କହିଲେ ପ୍ରଧାନମନ୍ତ୍ରୀ। ଅକଳ୍ପନୀୟ କ୍ଷତିର ସମ୍ମୁଖୀନ ସତ୍ତ୍ବେ ସେମାନେ ନୂଆ ଭାବେ ଜୀବନ ଆରମ୍ଭ କରିଥିଲେ ।













Click it and Unblock the Notifications