Get Updates
Get notified of breaking news, exclusive insights, and must-see stories!

ପହଲଗାମ ଆତଙ୍କବାଦୀ ଆକ୍ରମଣ: ପାକିସ୍ତାନ ସମର୍ଥନରେ ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ପାକିସ୍ତାନକୁ ସମର୍ଥନ କରି କହିଛି, ଭାରତୀୟ ସେନାକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବେ ନାହିଁ। ପନ୍ନୁ ଏହା ମଧ୍ୟ ଦାବି କରିଛି ଯେ ପାକିସ୍ତାନ ସହିତ ଯୁଦ୍ଧ କରିବାକୁ ଭାରତର ସାହସ ନାହିଁ । ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନ ସନ୍ଦେହ କରୁଥିବା ସମୟରେ ଖାଲିସ୍ତାନୀ ଆତଙ୍କବାଦୀ ଏପରି ବିବୃତିକୁ ନେଇ ଏବେ ଚର୍ଚ୍ଚା ।

Pahalgam attack

ଯେ ଭାରତୀୟ ସେନାକୁ ପଞ୍ଜାବ ଦେଇ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଦିଆଯିବ ନାହିଁ । ପାକିସ୍ତାନକୁ ସ୍ୱଚ୍ଛ ବୋଲି ଦାବି କରିବା ସେ ଏହା ମଧ୍ୟ କହିଛି ଯେ, ଶିଖ ସମ୍ପ୍ରଦାୟ ପାକିସ୍ତାନ ସପକ୍ଷରେ ଅଛି । ପହଲଗାମରେ ହିନ୍ଦୁମାନଙ୍କର ନରସଂହାର ଭାରତ ଦ୍ୱାରା ହିଁ କରାଯାଇଛି କାରଣ ପାକିସ୍ତାନକୁ ଅନ୍ତର୍ଜାତୀୟ ମଞ୍ଚରେ ବଦନାମ କରାଯାଇ ପାରିବ ।

ସୂଚନାଥାଉ ଯେ,ପହଲଗାମ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଯାହା ପରେ ଭାରତ-ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଉତ୍ତେଜନାର ମାହୋଲ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+