Get Updates
Get notified of breaking news, exclusive insights, and must-see stories!

ବଡ ପରାଜୟ ପରେ କାରଣ ଖୋଜୁଛି ମହାବିକଶ ଅଘାଡି; ମୁମ୍ବାଇରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ଚାଲିଛି କାରଣ ଖୋଜା । ଆଜି ମୁମ୍ବାଇରେ ବସିଛି ମହାବିକାଶ ଅଘାଡିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶରଦଙ୍କ ଏନସିପି, ଉଦ୍ଧବଙ୍କ ଶିବସେନା ଓ କଂଗ୍ରେସ ନେତାଙ୍କ ବୈଠକରେ ପରାଜୟର ପୋଷ୍ଟମର୍ଟମ କରାଯାଇ ଆଗାମୀ ରଣନୀତି ଉପରେ ଚର୍ଚ୍ଚା କରାଯାଇଛି ।.ବୈଠକରେ ଯୋଗ ଦେଇ ଏନସିପି ସୁପ୍ରିମୋ ଶରଦ ପାୱାର ସହଯୋଗୀ ଦଳକୁ ବାର୍ତ୍ତା ଦେଇଛନ୍ତି ।

Maharashtra Assembly Election 2024

ନିର୍ବାଚନ ପରାଜୟରେ ନିରାଶ ନହୋଇ ଜନତାଙ୍କ ନିକଟକୁ ଯାଇ ଯେଉଁମାନେ ମହାୟୁତିକୁ ଭୋଟ ଦେଇଛନ୍ତି ତାଙ୍କୁ ଧନ୍ୟବାଦ ଜଣାଇବାକୁ କହିଛନ୍ତି ଶରଦ । ଏଥସହ ଶାସକ ଦଳ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଛି ତାକୁ କିଭଳି ପୁରା କରାଯିବ । ସେଦିଗରେ ମହାୟୁତି କାମ କରିବ ବୋଲି ଆଜିର ବୈଠକରେ ଶରଦ ପାୱାର କହିଛନ୍ତି । ଏଥିସହ ଯୁବ ବିଧାୟକଙ୍କ ମହାୟୁତି ମେଣ୍ଟପାଇଁ ଅଧିକରୁ ଅଧିକ କାମ କରିବାକୁ ଶରଦ ପରାମର୍ଶ ଦେଇଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+