LPG Gas Cylinder Prices Increased: nbsp;ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଏଲପିଜି ଗ୍ୟାସର ମୂଲ୍ୟ ମଧ୍ୟ 50 ଟଙ୍କା ବୃଦ୍ଧି କରାଯାଇଛି। ମୂଲ୍ୟ ବୃଦ୍ଧି ଘୋଷଣା କରି ମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ ଆମେ ଆଗାମୀ ଦିନରେ ଏହାର ସମୀକ୍ଷା କରିବୁ।