Jaipur School Bomb Threat: ଜୟପୁରର ସ୍କୁଲରେ ବୋମା ଆତଙ୍କ
Jaipur School Bomb Threat: ଦିଲ୍ଲୀ ପରେ ବର୍ତ୍ତମାନ ରାଜସ୍ଥାନର ରାଜଧାନୀ ଜୟପୁରର ଅନେକ ସ୍କଲରେ ବୋମା ଆତଙ୍କ । ପ୍ରାୟ ୮ରୁ ଅଧିକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ଯାହାପରେ ପୁରା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଚହଳ ସୃଷ୍ଟି ହୋଇଛି । ମହେଶ୍ୱରୀ ବିଦ୍ୟାଳୟ, ବିଦ୍ୟା ଆଶ୍ରମ, ନିୱାରୁ ରୋଡ୍ ସେଣ୍ଟ୍ ଟେରେସା ସମେତ ଅନ୍ୟ ବିଦ୍ୟାଳୟକୁ ବମରେ ଉଡାଇବାକୁ ମିଳିଛି ଧମକ ।

ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ, ସିଭିଲ୍ ଡିଫେନ୍ସ, ଏଟିଏସ ଘଟଣାସ୍ଥଳରେ ପହଞ୍ଚି କ୍ୟାମ୍ପସକୁ ଖାଲି କରିବା ସହ ଯାଞ୍ଚ ଆରମ୍ଭ କରିଛି ।












Click it and Unblock the Notifications