'ଆଦିବାସୀ ଗ୍ରାମ ଗୁଡ଼ିକୁ ଆତ୍ମନିର୍ଭର ଏବଂ ସ୍ୱାବଲମ୍ବୀ କରିବା ପାଇଁ ଆରମ୍ଭ ହେଲା ଆଦି କର୍ମଯୋଗୀ ଅଭିଯାନ'

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଦି କର୍ମଯୋଗୀ ଅଭିଯାନ ପ୍ରତ୍ଯେକ ଆଦିବାସୀ ଗ୍ରାମକୁ ଆତ୍ମନିର୍ଭର ଏବଂ ସ୍ଵାବଳମ୍ବୀ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଆଦିକର୍ମ ଦିକର୍ମଯୋଗୀ ଅଭିଯାନର ଜାତୀୟ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ମୁର୍ମୁ ଏହା କହିଛନ୍ତି । ଆଦିବାସୀ ସମୁଦାୟ ଜାତୀୟ ବିକାଶ ଯାତ୍ରାରେ ନିଜର ଭାଗିଦାରୀତା ରଖୁବା ସହ ବିକାଶର ଲାଭ ଉଠାଇ ଆଦିବାସୀ ଅଞ୍ଚଳ ଗୁଡ଼ିରେ ଏହାର ଉପଲବ୍ଧତା ପହ‌ଞ୍ଚାଇବା ପାଇଁ ରାଷ୍ଟ୍ରପତି ଆହ୍ବାନ କର କରିଛନ୍ତି ।

president murmu
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଜନଜାତୀୟ ଗ୍ରାମ୍ୟ ଭିଜନ ୨୦୩୦କୁ ଦୃଷ୍ଟିରେ ରଖ୍ ଆୟୋଜନ କରାଯାଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ଜୁଏଲ୍ ଓରାମ୍, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜ୍ୟ ତଥା କେନ୍ଦ୍ରର ସଚିବମାନେ, ଜିଲ୍ଲ ମାଜିଷ୍ଟ୍ରେଟ୍, ମାଷ୍ଟର ପ୍ରଶିକ୍ଷକ ଏବଂ ଆଦି ସହଯୋଗୀର ପ୍ରତିନିଧୁ ମଣ୍ଡଳୀ ପ୍ରମୁଖ ଯୋଗଦେଇଥିଲେ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+