Get Updates
Get notified of breaking news, exclusive insights, and must-see stories!

ଭାରତର ଅର୍ଥନୀତି ସବୁଠାରୁ ଅଭିବୃଦ୍ଧିଶୀଳ ଅର୍ଥନୈତିକ ପରିସ୍ଥିତିରେ ପରିଣତ ହେବାକୁ ଯାଉଛି: ଏସୀୟ ଉନ୍ନୟନ ବ୍ୟାଙ୍କ

ଭାରତର ଅର୍ଥନୀତି ସବୁଠାରୁ ଅଭିବୃଦ୍ଧିଶୀଳ ଅର୍ଥନୈତିକ ପରିସ୍ଥିତିରେ ପରିଣତ ହେବାକୁ ଯାଉଛି ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ ଏଡିବି ଏହାର ରିପୋର୍ଟରେ ଉଲ୍ଲେଖ କରିଛି । ଚଳିତବର୍ଷ ଅଭିବୃଦ୍ଧି ହାର 6.5% ଏବଂ ଆସନ୍ତାବର୍ଷ 6.7% ରହିବ ବୋଲି ଏଡିବି ଏହାର ରିପୋର୍ଟରେ ଉଲ୍ଲେଖ କରିଛି । ଘରୋଇ ଚାହିଦା ବୃଦ୍ଧି, ସ୍ୱାଭାବିକ ମୌସୁମୀ ଏବଂ ମୁଦ୍ରା ସହଜତା ଦ୍ୱାରା ଅଭିବୃଦ୍ଧିକୁ ସମର୍ଥନ ମିଳୁଛି ବୋଲି ଏଡିବି କହିଛି ।

GDP

ଏହି ରିପୋର୍ଟ ଅନୁଯାୟୀ ମୁଦ୍ରାସ୍ପୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟନ୍ତ୍ରଣ ମଧ୍ୟରେ ରହିବ। ଚଳିତବର୍ଷ ପାଇଁ ମୁଦ୍ରାସ୍ପୀତି ହାର 3.8% ଏବଂ ଆସନ୍ତାବର୍ଷ ପାଇଁ 4%ରହିବ ବୋଲି ଆକଳନ କରାଯାଇଛି । ଖାଦ୍ୟସାମଗ୍ରୀ ମୂଲ୍ୟ ହ୍ରାସ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଛି । ଜୁନ୍‍ ମାସରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ 2.1%କୁ ହ୍ରାସ ପାଇଛି, ଯାହାକି ଗତ ୬ ବର୍ଷ ମଧ୍ୟରେ ସର୍ବନିମ୍ନ । ଅନ୍ୟପକ୍ଷରେ ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର 6.4%ରୁ 6.7% ମଧ୍ୟରେ ରହିବ ବୋଲି ଅନୁମାନ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+