ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀଙ୍କ ଦେହାନ୍ତ

Helena Luke Death: ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ରହିଛି । ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୂର୍ବତନ ପତ୍ନୀ Helena Lukeଙ୍କର ଦେହାନ୍ତ ହୋଇଛି । ଗତକାଲି 3 ନଭେମ୍ବରରେ ସେ ଆମେରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

Actor Mithun Chakraborty

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଅଭିନେତ୍ରୀ କଲ୍ଲପନା ଆୟର ସୋସିଆଲ ମିଡିଆ ମାଧ୍ୟମରେ ହେଲେନା ଲୁକଙ୍କ ଦେହାନ୍ତ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ। ସୂଚନାନୁସାରେ, ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ରହୁଥିଲା ହେଲେ ସଠିକ୍ ସମୟରେ ଚିକିତ୍ସା ନ କରିବାରୁ ତାଙ୍କ ସ୍ୱାସ୍ଥ୍ୟ ଧିରେ ଧିରେ ଅଧିକ ବିଗିଡିବାରେ ଲାଗିଥିଲା ।

1980 ରେ Helena Luke ତାଙ୍କର ପ୍ରଥମ ବଲିଉଡ ଚଳଚ୍ଚିତ୍ର 'ଯୁଦାଇ'ରେ କାମ କରିଥିଲେ । ଅମିତାଭ ବଚ୍ଚନଙ୍କ ଫିଲ୍ମ ମର୍ଦରେ କାମ୍ କରି ଫ୍ୟାନ୍ସଙ୍କ ମନରେ ରାଜ କରିଥିଲେ । ସେହିପରି ସେ ବଲିଉଡର ଅନେକ ବଡ଼ ବଡ଼ ଫିଲ୍ମରେ ସେ କାମ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+