ଜମ୍ମୁ-କଶ୍ମୀର ବିଧାନସଭାର ବାଚସ୍ପତି ହେଲେ ଅବଦୁଲ ରହିମ ରାଥର

ଶ୍ରୀନଗର : ଜମ୍ମୁ କଶ୍ମୀରର ବିଧାନସଭା ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ନ୍ୟାଶନାଲ କନଫରେନ୍ସର ବରିଷ୍ଠ ନେତା ତଥା ଚାର-ଇ-ସରିଫ ବିଧାୟକ ଅବଦୁଲ ରହିମ ରାଥର ଜମ୍ମୁ କଶ୍ମୀର ବିଧାନସଭାର ନୂତନ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସେ ସାତଥର ବିଧାୟକ ରହି ସାରିଛନ୍ତି। ଅତୀତରେ ଜମ୍ମୁ କଶ୍ମୀରର ଅର୍ଥମନ୍ତ୍ରୀ ମଧ୍ୟ ରହିଆସିଛନ୍ତି।

Abdul Rahim Rather

ସୂଚନାନୁସାରେ ରାଥର ପୂର୍ବରୁ ଜମ୍ମୁ କଶ୍ମୀର ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ୨୦୦୨ରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳର ନେତା ମଧ୍ୟ ଥିଲେ, ସେତେବେଳେ ରାଜ୍ୟରେ ଏକ ପିଡିପି ଏବଂ କଂଗ୍ରେସ ମିଳିତ ସରକାର ରହିଥିଲେ।
ରବିବାର ବିଜେପି ଏକ ବିଧାୟକ ଦଳ ବୈଠକ କରିଥିଲା। ଏହି ବୈଠକରେ ବିଧାୟକମାନେ ସେମାନଙ୍କର ପ୍ରାର୍ଥୀ ନରିନ୍ଦର ସିଂ ରାଇନାଙ୍କୁ ବିଧାନସଭାର ଡେପୁଟି ବାଚସ୍ପତି ପଦ ପାଇଁ ମନୋନୀତ କରିଛନ୍ତି। ସମସ୍ତ ବିଧାୟକ ରାଇନାଙ୍କ ନାମ ଆଣିବାକୁ ପ୍ରସ୍ତୁତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+