ସଂସଦ ଭବନରେ ଏକାଠି ଚା ପିଇଲେ ମୋଦି-ରାହୁଲ

ଆଜି ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା' ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏହି ସମୟରେ ଉଭୟ ନେତା ପରସ୍ପରକୁ ଅଭିଭାଦନ ଜଣାଇଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ୟୁକ୍ରେନର ସ୍ଥିତି ବିଷୟରେ ପଚାରିଥିଲେ, ଯାହା ଉପରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

A Tea Meeting Attended By PM Modi

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅଗଷ୍ଟ ୯ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଗତ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ପ୍ରକ୍ରିୟା ଅଗଷ୍ଟ ୧୨ପର୍ଯ୍ୟନ୍ତ ଜାରି ରହଥା'ନ୍ତା। କିନ୍ତୁ, ଏହା ଶୁକ୍ରବାର ଦିନ ଶେଷ ହୋଇଛି । ଅଧିବେଶନ ସମୟରେ ଗୃହକାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବାରେ ସହଯୋଗ କରିଥିବାରୁ ଲୋକସଭା ବାଚସ୍ପତି ପ୍ରଧାନମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ବିରୋଧୀ ଦଳ ନେତା, ବିଭିନ୍ନ ଦଳର ନେତା ଏବଂ ସାଂସଦମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+