ସଞ୍ଜୟ ରାଉତଙ୍କୁ ଝଟକା ; ୨୫ ହଜାର ଜରିମାନା ସହ, ଜେଲ ଗଲେ ସଞ୍ଜୟ ରାଉତ

ମାନହାନୀ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦଣ୍ଡିତ କରାଯାଇଛି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀ ଏଫ୍‌ଆଇଆର ଦାଖଲ କରିଥିଲେ।

Sanjay Raut

ଡକ୍ଟର ମେଧା କିରିଟ ସୋମାୟାଙ୍କ ଓକିଲ ବିବେକାନନ୍ଦ ଗୁପ୍ତା କହିଛନ୍ତି ଯେ, ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ସଞ୍ଜୟ ରାଉତଙ୍କ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୧୫ ଦିନିଆ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୨୫,୦୦୦ ଟଙ୍କା ଜରିମାନା କରାଯାଇଛି।

ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। ମେଧା ସୋମାୟା ତାଙ୍କ ଓକିଲ ବିବେକାନନ୍ଦ ଗୁପ୍ତାଙ୍କ ଜରିଆରେ ଦାଖଲ କରିଥିବା ଏଫ୍‌ଆଇଆରରେ ଅଭିଯୋଗ ଆଣିଥିଲେ କି ସଞ୍ଜୟ ରାଉତ ତାଙ୍କ ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ଭିତ୍ତିହୀନ ଏବଂ ସଂପୂର୍ଣ୍ଣ ମାନହାନି ଅଭିଯୋଗ ଆଣିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+