Get Updates
Get notified of breaking news, exclusive insights, and must-see stories!

ଭୟଙ୍କର ବାଣ ବିସ୍ଫୋରଣରେ ୨୧ ମୃତ

ମାଲକାନଗିରି ସୀମାନ୍ତ ଆନ୍ଧ୍ର ପ୍ରଦେଶର କାକିନାଡା ଜିଲ୍ଲାରେ ଶନିବାର ଦିନ ଏକ ଆତଶବାଜି କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ଆଜି ଦ୍ବିପହର ୨ଟା ସମୟରେ ସମରଲକୋଟା ମଣ୍ଡଳ ଅନ୍ତର୍ଗତ ୱେଟଲାପାଲେମରେ ଗୋଦାବରୀ କ୍ୟାନାଲ୍ ନିକଟରେ ଥିବା "ସୂର୍ୟ ଶ୍ରୀ ଫାୟାର୍‌ୱର୍କ୍ସ" କାରଖାନାରେ ଘଟିଥିଲା। ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିଶିଖା ଓ ଘନ ଧୂଆଁ ସମଗ୍ର ଅଞ୍ଚଳକୁ ଆବରଣ କରିଦେଇଥିଲା।

blast

ଯାହାରୁ ପାଖପାଖି ଗାଁରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଏହାର ଶବ୍ଦ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ମୃତକଙ୍କ ପରିଚୟ ମିଳିଛି। ମୃତକ ମାନେ ହେଲେ ଆଦାବାଲା ଶ୍ରୀନୁ, କାଡିମ୍ପାଲ୍ଲି କୃପାମ୍ମା, କାଡିମ୍ପାଲ୍ଲି ଧନରାଜୁ, ସାଧନାଲା ସତ୍ୟବେଣୀ, ଭାଟ୍ଲୁରୀ ରବି, ମଣ୍ଡପାଲ୍ଲି ଚିନ୍ନି, ନିମ୍ମାଦା କରୁଣା, ଗାମ୍ପାଲା ମଙ୍ଗା, ଗୋଡାଟା ମହେଶ, ଗୋଡାଟା ରାମୁ ଏବଂ ଗୋଡାଟା ନାନି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+