Get Updates
Get notified of breaking news, exclusive insights, and must-see stories!

ଡାକ୍ତରଖାନାରେ ଅଗ୍ନିକାଣ୍ତ: ୨ ଶହରୁ ଅଧିକ ରୋଗୀ ଚିକିତ୍ସାଧିନ ଥିବା ସୂଚନା

ଲକ୍ଷ୍ନୌର ଲୋକବନ୍ଧୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ ସମଗ୍ର ମହଲା ଧୂଆଁ ଭରି ଯାଇଥିଲା । ହସ୍ପିଟାଲର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ମେଡିକାଲରେ ୨ ଶହରୁ ଅଧିକ ରୋଗୀ ଚିକିତ୍ସାଧିନ ଥିବା ନେଇ ସୂଚନା । ଭୟଙ୍କରର ଅଗ୍ନିକାଣ୍ତ ପରେ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଅଗ୍ନିଶମ ବାହିନୀ ନିରନ୍ତର ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।

Lucknow

ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ନେଇ ସୂଚନା ପ୍ରକାଶ ପାଇ ନାହିଁ । ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନ ଉପସ୍ଥିତ ଅଛନ୍ତି। ହସ୍ପିଟାଲ ପରିସରରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+